ରଥକାଠ ଅନୁକୂଳ ପୂଜା ପାଇଁ ନିର୍ଘଣ୍ଟ ହେଲା ଶୁଭଦିନ
ବିଶ୍ବ ନିଅନ୍ତା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା-୨୦୨୬ ନିମନ୍ତେ ଆଜି ରଥକାଠ ଅନୁକୂଳ ପୂଜା ପାଇଁ ଶୁଭଦିନ ନିର୍ଘଣ୍ଟ ହୋଇଛି। ଆବାହମାନ କାଳରୁ ନୟାଗଡ଼ା ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ପକ୍ଷରୁ ରଥକାଠ ଅନୁକୂଳ ପୂଜା କରାଯିବା ସହ ପ୍ରଥମ ରଥକାଠ ଯୋଗାଣ ହୋଇ…
