ରାଜଧାନୀରେ ଦୁଇଟି ଦୁର୍ଘଟଣା: ୩ଜଣଙ୍କ ପ୍ରାଣହାନି
ବିଳମ୍ବିତ ରାତିରେ ରାଜଧାନୀରେ ଦୁଇଟି ଦୁର୍ଘଟଣା ଖଟିଛି। ରାଜଧାନର ବଡ଼ଗଡ଼ ଥାନା ଅନ୍ତର୍ଗତ ଟଙ୍କପାଣି ସାଇମନ୍ଦିର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରଙ୍ଗ ରୁଟରେ ଆସୁଥିବା ଏକ ବାଇକକୁ କାର୍ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ତିନିଜଣ ବାଇକ୍ ଆରୋହୀଙ୍କର ପ୍ରାଣହାନି!-->…
