Odia News Portal
Browsing Tag

swadhikar

ବଳଙ୍ଗା ପୀଡ଼ିତାଙ୍କର ଦିଲ୍ଲୀ ଏମ୍ସରେ ବୟାନ୍ ରେକର୍ଡ କରିଛି ପୁରୀ ପୁଲିସ

ପୁରୀ ଜିଲ୍ଲା ବଳଙ୍ଗା ପୀଡ଼ିତାଙ୍କର ଦିଲ୍ଲୀ ଏମ୍ସରେ ବୟାନ୍ ରେକର୍ଡ କରିଛି ପୁରୀ ପୁଲିସ। କେସ୍ ର ତଦନ୍ତକାରୀ ଅଧିକାରୀଙ୍କ ସହ ବଳଙ୍ଗା ଥାନା ଅଧିକାରୀ ଏବଂ ଜଣେ ମହିଳା ଡିଏସପି ପୀଡ଼ିତାର ବୟାନ ରେକର୍ଡ କରିଛନ୍ତି। ତେବେ ଦିଲ୍ଲୀର ସ୍ଥାନୀୟ କୋର୍ଟଙ୍କ ନିର୍ଦ୍ଦେଶରେ ଜଣେ ମାଜିଷ୍ଟ୍ରେଟ୍

ବିପଦ ସଙ୍କେତ ଉପରେ ବ୍ରାହ୍ମଣୀ: ୮୦ ହଜାର ଜଳବନ୍ଦି, ଜଣେ ମୃତ

ବ୍ରାହ୍ମଣୀ ନଦୀ‌ରେ ଦ୍ବିତୀୟଥର ବନ୍ୟା ଆସିବାରୁ ଶତାଧିକ ଗ୍ରାମର ୮୦ ହଜାର ଲୋକ ଜଳବନ୍ଦି ହୋଇଯାଇଛନ୍ତି। ଅଳଭାରେ ନଦୀର ବିପଦସଂକେତ ୧୬ ଫୁଟ ଥିଲା ବେଳେ ଆଜି ସନ୍ଧ୍ୟାସୁଦ୍ଧା ଜଳସ୍ତର ୧୭.୪ ଫୁଟରେ ପହଞ୍ଚିଛି। ଆଜି ବ୍ରାହ୍ମଣୀ ନଦୀରେ ଭାସିଯାଇ ଶ୍ରୀରାମପୁର ପଞ୍ଚାୟତ ପାଳପାଟଣା ଗ୍ରାମର

ସବୁ ଅଙ୍ଗନବାଡିର ହେବ ନିଜସ୍ୱ ଘର: ପ୍ରଭାତୀ

ରାଜ୍ୟର ସବୁ ଅଙ୍ଗନବାଡିର ନିଜସ୍ୱ ଘର ନିର୍ମାଣ କରାଯିବ । ଅଙ୍ଗନବାଡିରେ ପାଣି ଓ ବିଜୁଳି ବ୍ୟବସ୍ଥା କରାଯିବ ।  ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି । ସିଡିପିଓମାନେ ୬ ମାସରେ ଥରେ ସେଣ୍ଟର ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ୬ ମାସରେ ଥରେ ସେଣ୍ଟର

ରାଜଧାନୀରୁ ମିଳିଲା ୩୦ କୋଟିର ମାରିଜୁଆନା

ରାଜଧାନୀରୁ ମିଳିଲା ୩୦ କୋଟିର ମାରିଜୁଆନା। ଭୁବନେଶ୍ୱର ଏୟାରପୋର୍ଟରୁ ମିଳିଛି ହାଇଡ୍ରୋଫୋନିକ ୱିଡ ବା ମାରିଜୁଆନା I ବିମାନରେ ବ୍ୟାଙ୍କକରୁ ଭୁବନେଶ୍ୱର ଆସୁଥିବା ବେଳେ କଷ୍ଟମସ ବିଭାଗ ମାରିଜୁଆନା ଜବତ କରିଛି। ଏହି ଘଟଣାରେ ୩ ଜଣକୁ ଅଟକ ରଖି ପଚରାଉଚରା କରାଯାଉଛି। ଜବତ ମାରିଜୁଆନାର

ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ଶେଷ ପର୍ଯ୍ୟାୟରେ ପୁଲିସ ତଦନ୍ତ

ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ଏକପ୍ରକାର ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି ତଦନ୍ତ । ଆସନ୍ତାକାଲି ଦିଲ୍ଲୀରୁ ଫେରିବେ ପୁରୀ ଡିଏସ୍‌ପି ଓ ବଳଙ୍ଗା ଥାନା ଅଧିକାରୀ । ଦିଲ୍ଲୀ ଏମ୍‌ସରେ ପୀଡ଼ିତାଙ୍କ ବୟାନ ରେଡର୍କ କରିଛି ପୁଲିସ୍ । ବୟାନରେ

ବୃଦ୍ଧାଙ୍କୁ ଶୁଣ୍ଢରେ ଟାଣି ନେଇ କଚାଡ଼ି ମାରିଲା ହାତୀ

ହାତୀ ଆକ୍ରମଣରେ ବୃଦ୍ଧା ମୃତ। ମୃତକ ହେଲେ କେନ୍ଦୁଝରଜିଲ୍ଲା ତେଲକୋଇ ଥାନା କାଳିଆହତା ପଞ୍ଚାୟତ ଅନ୍ତର୍ଗତ ଗଳଦା ଗ୍ରାମର ସ୍ବର୍ଗତ ଦୀନବନ୍ଧୁ ମାଝୀଙ୍କ ସ୍ତ୍ରୀ ବନିତା ମାଝୀ (୬୫)। ବିଳମ୍ବିତ ରାତି ପ୍ରାୟ ସାଢେ ୧୧ଟା ବେଳେ ୯ ଟିକିଆ ହାତୀ ପଲ ଖାଦ୍ୟ ଅନ୍ୱେଷଣରେ ତାଙ୍କ ଘର ଭାଙ୍ଗି

ବିଏମସି ଅଫିସ ଘେରାଉ ଉଦ୍ୟମ

ଭୁବନେଶ୍ୱର ମହାନଗର ନିଗମର ମାସିକିଆ ବୈଠକ ପୂର୍ୱରୁ ହଙ୍ଗାମା ଦେଖାଦେଇଛି । ବିଜେଡି କର୍ପୋରେଟର ଗିରଫ ଦାବିରେ ବିଏମସି ଅଫିସ ଘେରାଉ ଉଦ୍ୟମ କଲେ ୨୯ ନଂ ୱାର୍ଡର ବାସିନ୍ଦା । ୪୪ ନଂ ୱାର୍ଡର ବିଜେପି କର୍ପୋରେଟରଙ୍କୁ  ଗିରଫ ଦାବି କରିଛନ୍ତି ।  ବିଏମସି ଅଫିସ ସମ୍ମୁଖରେ ଶତାଧିକ ଲୋକଙ୍କ

ରାଖି ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା କିସ୍ତି, ଅଗଷ୍ଟ ୯ ପରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ୍

ସୁଭଦ୍ରା ପୋର୍ଟାଲ ନେଇ ମଙ୍ଗଳବାର ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ସୁଭଦ୍ରା ପୋର୍ଟାଲକୁ ପୁଣି ଖୋଲାଯିବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଅଗଷ୍ଟ ୯ତାରିଖ ପରେ ସୁଭଦ୍ରା ପୋର୍ଟାଲ ଖୋଲିବ । ବାଦ ପଡ଼ିଥିବା

ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି: ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ

ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେଉଥିବା ହେତୁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ। ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି ଲାଗି ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ

ଲଗାଣ ବର୍ଷାରେ ବେହାଲ୍ ଭଦ୍ରକ: ଜିଲ୍ଲାର ୪ ବ୍ଲକ୍‌ର ସବୁ ସ୍କୁଲ୍ ଦିନକ ପାଇଁ ଛୁଟି ଘୋଷିତ

ଲଗାଣ ବର୍ଷାରେ ବେହାଲ୍ ଭଦ୍ରକ। ବିଶେଷ କରି ଜିଲ୍ଲାର ତିହିଡ଼ି, ବାସୁଦେବପୁର, ଚାନ୍ଦବାଲି ଓ ଧାମନଗର ବ୍ଲକ୍‌ରଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଏଣେ ବହୁ ଲୋକ ଏହି ୪ ବ୍ଲକର ବିଭିନ୍ନ ବିଦ୍ୟାଳୟମାନଙ୍କରେ ଆଶ୍ରୟ ନେଇଥିବା ଜଣାଯାଇଛି। ଲଗାଣ ବର୍ଷାରେ ବେହାଲ୍ ଭଦ୍ରକ। ବିଶେଷ