ଏଣିକି ଟ୍ରେନ୍ ଟିକେଟ୍ ଦାମରେ ପ୍ଲେନ ଯାତ୍ରା
ଜାନୁଆରୀ ମାସରେ ପ୍ରାୟ ସମସ୍ତଙ୍କର ଗୋଟିଏ ଇଚ୍ଛାଥାଏ କି ସେମାନେ କେମିତି ବୁଲାବୁଲି କରିବେ । ସାଧାରଣତଃ ଡିସେମ୍ବର ଓ ଜାନୁଆରୀରେ ଅଧିକ ମାତ୍ରାରେ ପର୍ଯ୍ୟଟକ ବୁଲାବୁଲି କରନ୍ତି । ଦୂରସ୍ଥାନକୁ ଯାତ୍ରା କରିବାକୁ ଇଚ୍ଛୁକ ଥିବା ପର୍ଯ୍ୟଟକ ଟ୍ରେନ୍ରେ ସଫର କରିବାକୁ ବି ଚେଷ୍ଟା କରନ୍ତି ।!-->…
