Odia News Portal
Browsing Tag

swadhikar

ପୂର୍ବତନ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଡିଏମଇଟି ଡାକ୍ତର ଗୋପାଳ କରଙ୍କ ପରଲୋକ

ବରିଷ୍ଠ ମାନସିକ ରୋଗ ବିଶେଷଜ୍ଞ ପ୍ରଫେସର୍ ଡାକ୍ତର ଗୋପାଳ କର ଆଉ ନାହାନ୍ତି । ଆଜି ସକାଳ ପ୍ରାୟ ୧୦ଟା ବେଳେ ହୃଦଘାତରେ ସେ ନିଜର ତେଲେଙ୍ଗା ବଜାରସ୍ଥିତ ବାସଭବନରେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ଡାକ୍ତର ଗୋପାଳ କର ଏସସିବି ମେଡିକାଲ

ନବ ଦାସ ହତ୍ୟା ପଛରେ ବଡ଼ ଷଡ଼ଯନ୍ତ୍ର

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ରହିଛି ବଡ ଷଡ଼ଯନ୍ତ୍ର। ପଶ୍ଚିମ ଓଡ଼ିଶାର ଛାମୁଆ ନେତା ଏକ ସ୍ୱରରେ ଏଭଳି ଦାବି କରିଛନ୍ତି। ଏହି ହତ୍ୟା କେବେଳ ଜଣେ ସାଧାରଣ ପୋଲିସ ଅଧିକାରୀ ନୁହେ ବରଂ ଏହା ପଛରେ ଅନେକ ବଡ଼ ବଡ଼ ଲୋକଙ୍କ ହାତ ରହିଥିବା ସେମାନେ ଦାବି କରିଛନ୍ତି।

ଚଳିତ ବର୍ଷର ପ୍ରଥମ ମନ କି ବାତ୍ କାର୍ଯ୍ୟକ୍ରମ

ଆଜି ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୦୨୫ର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି , ପ୍ରଧାନମନ୍ତ୍ରୀ ନରେଦ୍ର ମୋଦିଙ୍କ ୧୧୮ ତମ ମନ କି ବାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି , ମନ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ,

ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ, ସୋସିଆଲ ମିଡିଆରେ ଭାଇରାଲ୍ ହେଲା ଗର୍ଭଗୃହ ଭିଡିଓ

ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ସୋସିଆଲ ମିଡିଆରେ ଭାଇରାଲ୍ ହେଲା ସମ୍ବେଦନଶୀଳ ଶ୍ରୀମନ୍ଦିରର ଗର୍ଭଗୃହର ଭିଡିଓ । ବୃନ୍ଦାବନର ଜଣେ ବ୍ୟକ୍ତି ବାଙ୍କେ ବିହାରୀ ଅନନ୍ତ ନିଜ ଇନଷ୍ଟାଗ୍ରାମ ଓ ଫେସବୁକରେ ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ କରିଛନ୍ତି । ତେବେ ଏହି

ସିବିଆଇ ତଦନ୍ତ ହେଉ: ଦୀପାଳି

ନବ ଦାସ ହତ୍ୟା ମାମଲାରେ ମୁହଁ ଖୋଲିଲେ ଝିଅ ଦୀପାଳି । ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏନେଇ ଲିଖିତ ଭାବେ ସରକାରଙ୍କୁ ଜଣାଇବୁ ବୋଲି କହିଛନ୍ତି ଦୀପାଳି ।

ଔପଦାରେ ଚାଞ୍ଚଲ୍ୟ: ଯୌତୁକ ଲାଗି ବଧୂହତ୍ୟା ଅଭିଯୋଗ

ବାଲେଶ୍ବର ଜିଲ୍ଲା ଔପଦା ଥାନା ବାଙ୍ଗୁରୁ ଗ୍ରାମର ଯୌତୁକ ପାଇଁ ଜଣେ ବଧୂଙ୍କୁ ଶାଶୂଘର ଲୋକେ ହତ୍ୟା କରିଥିବାଅଭିଯୋଗ ହୋଇଛି। ମୃତା ହେଉଛନ୍ତି ସଂପୃକ୍ତ ଗ୍ରାମର ବିପିନ ବିହାରୀ ପଣ୍ଡାଙ୍କ ପତ୍ନୀ ଆରତୀ। ଏନେଇ ଆରତୀଙ୍କ ବାପା ଖଇରା ବ୍ଲକ୍ ବରଦା ପଞ୍ଚାୟତ ବିଷ୍ଣୁପୁର ଗ୍ରାମର ପରୀକ୍ଷିତ

ଶ୍ରୀମନ୍ଦିରରେ ଲାଗୁ ହେଲା ୫ ସୂତ୍ରୀ ମାର୍ଗଦର୍ଶିକା, ଡିଜିଟାଇଜେସନ୍‌ ହେବ ସମସ୍ତ ରେକର୍ଡ

ସବୁ ଅପେକ୍ଷାରେ ଅନ୍ତ । ଶୁକ୍ରବାରଠାରୁ ଲାଗୁ ହେଲା ଶ୍ରୀମନ୍ଦିର ପକ୍ଷରୁ ଜାରି ହୋଇଥିବା ୫ ସୂତ୍ରୀ ମାର୍ଗଦର୍ଶିକା । ଆସନ୍ତା ୨୦ ତାରିଖରେ ଶ୍ରୀମନ୍ଦିର ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଅନିଶ୍ଚିତତା । ଶ୍ରୀମନ୍ଦିର ନାଟମଣ୍ଡପରୁ ହୁଣ୍ଡି ଅପସାରଣ ହେବା ପରେ ଧାଡ଼ି ଦର୍ଶନ ବ୍ୟବସ୍ଥା

ଓଡ଼ିଶାକୁ ଏକ ଯୌତୁକ ମୁକ୍ତ ରାଜ୍ୟ କରିବାକୁ ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା

ଯୌତୁକ ଏକ ପରମ୍ପରା ନୁହେଁ, ସଂସ୍କୃତି ନୁହେଁ କି ବ୍ୟକ୍ତିଗତ ବ୍ୟାପାର ନୁହେଁ – ଏହା ଏକ ସାମାଜିକ ବ୍ୟାଧି । ଯୌତୁକ ନିଷେଧ ଆଇନ ୧୯୬୧ ପ୍ରଣୟନର ୬୦ ବର୍ଷ ପରେ ମଧ୍ୟ ସମାଜରେ ଏବେ ବି ଯୌତୁକ ଦିଆନିଆ ହଉଛି ବୋଲି ଏକଦିବସୀୟ ଯୌତୁକ ନିଷେଧ ଆଇନ ୧୯୬୧ ଉପ ଜିଲ୍ଲାପାଳ ସମ୍ମିଳନୀ

ଭୁବନେଶ୍ବର-ଶିରିଡ଼ି-ନାସିକ ତୀର୍ଥଯାତ୍ରୀ ଟ୍ରେନ୍ ର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ବରିଷ୍ଠ ନାଗରିକଙ୍କୁ ଶିରିଡ଼ି ବୁଲା‌ଇବେ ଓଡ଼ିଶା ସରକାର। ଏଥିଲାଗି ଭୁବନେଶ୍ବର-ଶିରିଡ଼ି-ନାସିକ ତୀର୍ଥଯାତ୍ରୀ ଟ୍ରେନ୍ ଚଳାଚଳ କରିବ। ଏହି ସତନ୍ତ୍ର ଟ୍ରେନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ରେଳ ଷ୍ଟେସନରେ ଉଦଘାଟନ କରିବେ ବୋଲି ଜଣାଯାଇଛି। ଭୁବନେଶ୍ବର-ଶିରିଡ଼ି-ନାସିକ

ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବା ପୂର୍ବରୁ ଇକେୱାଇସି ଅପଡେଟ କରିଦିଅନ୍ତୁ: ପ୍ରଭାତୀ ପରିଡ଼ା

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଚଳିତ ମାସ ଶେଷ ସୁଦ୍ଧା ସୁଭଦ୍ରାର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଯୋଗ୍ୟ ମହିଳା ହିତାଧିକାରୀଙ୍କୁ ଦିଆଯିବ। ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବା ପରେ ମଧ୍ୟ