Odia News Portal
Browsing Tag

swadhikar

ଅଦରକାରୀ ଆଇନ ଖୋଜିବେ ଲ’ କମିସନ: ଆଇନମନ୍ତ୍ରୀ

ରାଜ୍ୟରେ ଲ' କମିସନ ଅଦରକାରୀ ଆଇନ ଖୋଜିବେ। ସୁଶାସନ ପ୍ରତିଷ୍ଠା ପାଇଁ କମିସନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ଆଇନମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି । ଲ’ କମିସନରେ ଜଣେ ଆଇନ ଶିକ୍ଷା ପ୍ରଫେସରଙ୍କୁ ମଧ୍ୟ ସଦସ୍ୟ ଭାବେ ସାମିଲ କରାଯିବ। ରାଜ୍ୟକୁ

ମୋହନାରେ ମୃଦୁ ଭୂକମ୍ପ

ଗଜପତି ଜିଲ୍ଲା ମୋହନା ଅଞ୍ଚଳରୁ ଆସିଛି ଏକ ବଡ ଖବର । ଗଜପତି ମୋହନା ଏବଂ ଆଖପାଖି ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ପ୍ରାୟ ୨ ସେକେଣ୍ଡ ପାଖାପାଖି ଭୂକମ୍ପ ଅନୁଭୂତ ହୋଇଥିବା ନେଇ ସୂଚନା ରହିଛି । ଅପରାହ୍ନ ୧ ଟା ୧ ମିନିଟରେ ଭୂମିକମ୍ପ ହୋଇଥିବା ନେଇ

ପଞ୍ଚଭୂତରେ ଲୀନ ହେଲା ମନମୋହନଙ୍କ ପାର୍ଥିବ ଶରୀର 

ଜଳିଲା ଡ. ମନମୋହନ ସିଂଙ୍କ ଚିତା। ଗାର୍ଡ ଅଫ୍ ଅନର ଦିଆଯିବା ପରେ ନିଗମବୋଧ ଘାଟରେ ପଞ୍ଚଭୂତରେ ଲୀନ ହେଲା ମନମୋହନଙ୍କ ପାର୍ଥିବଶରୀର । ଶିଖ୍ ରୀତିନୀତି ଅନୁସାରେ ହୋଇଛି ମନମୋହନଙ୍କ ଶେଷକୃତ୍ୟ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପାର୍ଥିବଶରୀର ଆର୍ମି ମେମୋରିଆଲ ଗାଡିରେ

ରାଜ୍ୟରେ ବଢିବ ମଦ ଦର? କଣ କହିଲେ ଆଇନ ମନ୍ତ୍ରୀ

ରାଜ୍ୟରେ ମଦ ଦର ବଢିବ କି ? ଏଭଳି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ମଦ ଦର ବୃଦ୍ଧି ନେଇ ଅବକାରୀ ମନ୍ତ୍ରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ମଦ ଦର ବୃଦ୍ଧି ନେଇ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ମଦ ଦର ବୃଦ୍ଧି ନେଇ ପ୍ରାଇସ ଫିକ୍ସେସନ୍ କମିଟି ରିପୋର୍ଟ ଆସିଛି, ଏହା

ଧାନ ଜମିରେ ପାଣି ଦେଖି ଟଳିପଡିଲେ ଚାଷୀ  

କେନ୍ଦ୍ରାପଡା ଡେରାବିଶରେ ଚାଷୀଙ୍କ ମୃତ୍ୟୁକୁ ନେଇ ସାଙ୍ଘାତିକ ଅଭିଯୋଗ ଆସିଛି । ସନ୍ଥପୁରାରେ ଭାବଗ୍ରାହୀ ମଲ୍ଲିକଙ୍କ ମୃତ୍ୟୁ ଅଭିଯୋଗ ହୋଇଛି । ଯେତେବେଳେ  ଉଜୁଡା ଫସଲରେ ପାଣି ଦେଖିଥିଲେ ଟଳି ପଡିଥିଲେ ଚାଷୀ । ଫସଲର କ୍ଷତିକୁ  ସହିପାରି ନାହାନ୍ତି ଚାଷୀ । ମୃତ୍ୟୁ ଖବରକୁ ନେଇ  ପରିବାର

ଫସଲ ନଷ୍ଟ ହେବାରୁ  ଝୁଲିପଡିଲେ ଚାଷୀ

ଗଞ୍ଜାମ ଜିଲ୍ଲା  ଛତ୍ରପୁରରୁ ଆଉ ଏକ ଚାଷୀ ମୃତ୍ୟୁ ବରଣ କରିଛନ୍ତି । ୬୪ ବଷୀର ବନମାଳୀ ପେଣ୍ଠିଆ ଆତ୍ମହତ୍ୟା କରିଛନ୍ତି ।ବଡମାଧପୁର ବରଙ୍ଗ ଗାଁରେ ଚାଷୀ ଆତ୍ମହତ୍ୟା କରିଛନ୍ତି । ଫସଲ ନଷ୍ଟ ହେବାରୁ  ବନମାଳା ପେଣ୍ଠେଇ ଆତ୍ମହତ୍ୟା କରିଛନ୍ତି । ୨ ଲକ୍ଷ ଟଙ୍କା କରଜ କରି ୫ ଏକର  ଜମିରେ ଚାଷ

ବିଜେଡ଼ିକୁ ପୁରିଲା ୨୮ ବର୍ଷ, ନବୀନ ଦେବେ ଗୁରୁମନ୍ତ୍ର

୨୮ବର୍ଷରେ ପଦାର୍ପଣ କରିଛି ବିଜୁ ଜନତା ଦଳ । ରାଜ୍ୟର ବେଶ ପରିଚିତ ଆଂଚଳିକ ଦଳ ହେଉଛି ବିଜେଡ଼ି । ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାରେ ଶାସକ ଦଳ ଭାବରେ ଗାଦି ସମ୍ଭାଳିଥିଲା ବିଜେଡ଼ି । ୨୪ ନିର୍ବାଚନର ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଗୋଟିଏ ଦୃଢ଼ ବିରୋଧି ଦଳ ଭାବରେ ରାଜ୍ୟ ରାଜନୀତିରେ ସକ୍ରିୟ

ପରକୀୟା ପ୍ରୀତି ପାଇଁ ଗଲା ଜୀବନ

ପରକୀୟା ପ୍ରିତି ପାଇଁ ଗଲା ଜୀବନ । ଚରମ ନିଷ୍ପତ୍ତି ନେଲେ ପ୍ରେମୀଯୁଗଳ । ଗଞ୍ଜାମ ଦିଗପହଣ୍ଡିରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଦୃଶ୍ୟ । ଅଲାରିଗଡ଼ ଗାଁ ନିକଟ ଢିମ୍ଭୀରା ପାହାଡ଼ରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି ଯୁବକ ଯୁବତୀ । ତେବେ ଉଭୟ

ଆଜିଠୁ ବଦଳିବ ପାଗ, କମିବ ବର୍ଷା 

କମିବ ବର୍ଷା ବଢ଼ିବ କୁହୁଡି। ରାଜ୍ୟରେ ଆଜିଠୁ ବର୍ଷାର ପରିମାଣ ସାମାନ୍ୟ କମିବାକୁ ଥିବା ବେଳେ କାଲିଠୁ ସଂପୂର୍ଣ୍ଣ ବର୍ଷା କମିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।ଆଜି ବିଶେଷ କରି ଦକ୍ଷିଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି। ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ,

ଉଠିଲା ପ୍ରଶ୍ନ, କଣ ହେବ ଭାଗଚାଷୀଙ୍କ ଭାଗ୍ୟ ?

 ଅଦିନିଆ ବର୍ଷା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି । ବର୍ଷକର ପରିଶ୍ରମ ଅମଳ ବେଳେ ବର୍ଷା ପାଣିରେ ଭିଜି ନଷ୍ଟ ହୋଇଛି । ଫସଲହାନିକୁ ନେଇ ସାରା ରାଜ୍ୟରୁ ଖବର ଆସୁଛି । ଆଉ ଠିକ୍ ଏତିକିବେଳେ ରାଜ୍ୟ ସରକାର ଚାଷୀଙ୍କ ସର୍ଭେ କରିବେ ବୋଲି ଘୋଷଣା କରିଛନ୍ତି । ଏନେଇ ଏସଓପି ଜାରି କରିଛନ୍ତି ।