ଅନୁଗୁଳ ଜିଲ୍ଲାରେ ୩ ନାବାଳିକା ରହସ୍ୟମୟ ଭାବରେ ନିଖୋଜ
ଏକ ଅଦ୍ଭୁତ ଘଟଣାକ୍ରମେ, ମଙ୍ଗଳବାର ସନ୍ଧ୍ୟାରେ ଅନୁଗୁଳ ଜିଲ୍ଲାରୁ ତିନି ଜଣ ନାବାଳିକା ଝିଅ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ଜିଲ୍ଲାର କଣିହା ବ୍ଲକର ସୁଶାବା ପଞ୍ଚାୟତ ଅନ୍ତର୍ଗତ ପୋଡାଗଡ଼ ଗ୍ରାମର କଦଳୀପାଳ ସାହିରେ ଘଟିଛି ।
ସୂଚନା ଅନୁଯାୟୀ, ଅନୁଗୁଳର ପୋଡାଗଡ଼ ଗ୍ରାମରୁ…
