ଆଇସିୟୁ ନେଲା ଜୀବନ, ନିଆଁ ଲାଗିବାରୁ ୮ଜଣଙ୍କ ମୃତ୍ୟୁ
ଆଇସିୟୁ ନେଲା ଜୀବନ। ନିଆଁ ଲାଗିବାରୁ ହେଲା ୮ଜଣଙ୍କ ମୃତ୍ୟୁ। ରବିବାର ବିଳମ୍ବିତ ରାତିରେ ଜୟପୁରର ସୱାଇ ମାନ ସିଂହ (ଏସଏମଏସ) ହସ୍ପିଟାଲର ଟ୍ରମା ଇଣ୍ଟେନ୍ସିଭ କେୟାର ୟୁନିଟ୍ (ଆଇସିୟୁ)ରେ ଏକ ବଡ଼ ଅଗ୍ନିକାଣ୍ଡ ଘଟି ୮ ଜଣ ରୋଗୀଙ୍କ ଜୀବନ ଯାଇଥିବା ଜଣାଯାଇଛି। ହସ୍ପିଟାଲ ଅଧିକାରୀମାନେ…
