୩ ବର୍ଷରେ ଜେଲରେ ଗଲାଣି ୧୭୮ ଜୀବନ: ମୁଖ୍ୟମନ୍ତ୍ରୀ
ତିନି ବର୍ଷରେ ଜେଲ ଭିତରେ ଯାଇଛି ୧୭୮ ଜଣଙ୍କ ଜୀବନ। ପ୍ରତ୍ୟେକ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଦ୍ବାରା କରାଯାଇଅଛି ତଦନ୍ତ। ବିଧାନସଭା ଗୃହରେ ଲିଖତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ଥିବା ଜେଲମାନଙ୍କରେ ବଡୁଛି କଏଦୀଙ୍କ ମୃତ୍ୟୁସଂଖ୍ୟା। ରାଜ୍ୟରେ ଥିବା ୮୫ଟି!-->…
