ମା’ଙ୍କ ନିର୍ଦ୍ଦେଶରେ ବନ୍ଦ ହେଲା ବଳି
ସାର୍ବଜନୀନ ଶାରଦୀୟ ପୂଜାର ଉଦ୍ଯାପନ ଉତ୍ସବର ମହାଷ୍ଟମୀ ରାତି ୩ଟା ବେଳେ ମା’ ନୀଳ ସରସ୍ୱତୀଙ୍କ ତନ୍ତ୍ରପୀଠ ଭାବେ ଖ୍ୟାତ ଝଙ୍କଡ଼ ସାରଳାଙ୍କ ପୀଠରେ କେଉଁ ଆବହମାନ କାଳରୁ ବଳିପ୍ରଥା ପ୍ରଚଳନ ହୋଇଆସୁଥିଲା। ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣରେ ଏହି ଗୁପ୍ତ ପୂଜା ହେଉଥିବାରୁ ଏହାକୁ ସନ୍ଧିପୂଜା…
