Odia News Portal
Browsing Tag

swadhikar

ବଙ୍ଗୋପସାଗରରେ ଲଘୁଚାପ

ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ ନେଇ ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗର ସୂଚନା ରହିଛି । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୁର୍ଣ୍ଣିବଳୟ । ଆଗାମୀ ୪୮ ଘଣ୍ଟା ମଧ୍ୟରେ …

ଭୁବନେଶ୍ବରରେ ଲଭ ଜିହାଦ

ଭୁବନେଶ୍ବରରେ ଲଭ ଜିହାଦ୍‌ । ରାଜଧାନୀରେ ଯୁବତୀଙ୍କୁ ଟ୍ରାପରେ ପକାଇ ଟଙ୍କା ଲୁଟିନେଲା ଜମ୍ମୁ-କାଶ୍ମୀରର ଯୁବକ । ଓଡ଼ିଆ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କଲା ଅଭିଯୁକ୍ତ । ମୋବାଇଲରେ ସୁଟ୍ କରି ଯୁବତୀ ଓ ତାଙ୍କ ପରିବାରକୁ ବ୍ଲାକମେଲ୍ କରିବା ସହ ଟଙ୍କା…

ନିର୍ଯ୍ୟାତନା ଏବଂ ଦୁଷ୍କର୍ମ କିଭଳି ନହେବ ପ୍ରାଥମିକ ଦୃଷ୍ଟି ରଖିଛନ୍ତି ରାଜ୍ୟ ସରକାର- ଆଇନ ମନ୍ତ୍ରୀ

କଟକ  ଲଜ୍ଜା ଘଟଣା ଏବେ ଚାରିଆଡେ ଚାଞ୍ଚଲ୍ୟ ଖେଳିଯାଇଛି ।  ଏନେଇ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ,  ମହିଳା ଜନିତ ଆକ୍ରମଣ ହେଉ କିମ୍ବା ନିର୍ଯ୍ୟାତନା ଏସବୁ ଘଟଣା ପାଇଁ ସରକାର କଠୋରରୁ କଠୋର କାର‌୍ୟ୍ୟାନୁଷ୍ଠାନ  ଦେବାର ପ୍ରକ୍ରିୟା ଆରମ୍ଭ  …

କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରଯାଇଥିବା ଅଭିଯୋଗ ହୋଇଛି। ଏପରି ସାଂଘାତିକ ଅଭିଯୋଗ ଆସିଛି କଟକରୁ। ଛାତ୍ରୀଙ୍କ ବୟଫ୍ରେଣ୍ଡ୍ ଓ ତା’ସାଙ୍ଗ ମାନେ ମିଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଛାତ୍ରୀଙ୍କ ଆପତ୍ତିଜନକ ଭିଡିଓ ଉଠାଇ ବ୍ଲାକମେଲ କରିବା ସହ ବାରମ୍ବାର ଦୁଷ୍କର୍ମ କରିଥିବା…

କୋରାପୁଟ ଗସ୍ତରେ ଡିଜିପି ୱାଇବି ଖୁରାନିଆ

କୋରାପୁଟ ଗସ୍ତରେ ଯିବେ ଡିଜିପି ୱାଇବି ଖୁରାନିଆ । ଜିଲ୍ଲା ଏସପିଙ୍କ କାର୍ଯ୍ୟାଳୟରେ କରିବେ ସମୀକ୍ଷା । ଏସପିଙ୍କ ସହ  ବରିଷ୍ଠ ଅଧିକାରୀ ସାମିଲ ହେବେ । ନକ୍ସଲ ନିପାତ ସହ ଗୁରୁତ୍ୱପୁର୍ଣ୍ଣ ବିଷୟରେ ଆଲୋଚନା କରିବେ ।

ତଳ ଓ ଉପର ପଡିଆରେ  ବାଲିଯାତ୍ରା : ହାଇକୋର୍ଟ

ବାଲିଯାତ୍ରା ପାଇଁ ଅନୁମତି ଦେଲେ ହାଇକୋର୍ଟ । ଉଭୟ ତଳ ଓ ଉପର ପଡିଆରେ ହେବ ବାଲିଯାତ୍ରା ।  ଆସନ୍ତା ବର୍ଷ କେବଳ ତଳ ପଡିଆରେ ହେବ ବାଲିଯାତ୍ରା । ତଳ ପଡିଆରେ ବାଲିଯାତ୍ରା ପାଇଁ ପ୍ରଶାସନ ପେଦକ୍ଷେପ ନେବେ । ଭିଡ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ରାସ୍ତାର ବ୍ୟବସ୍ଥା କରିବ ପ୍ରଶାସନ । …

ବାରହା ଫାଶରେ ବାଘ

ଢେଙ୍କାନାଳ ଆସନମାଳି ମହାବୀର ରୋଡ଼ ଜଙ୍ଗଲ ରେ ବାରହା ଫାସରେ ପଡିଛି ବାଘ l ଦୀର୍ଘ 9 ଘଣ୍ଟା ଧରି ବନ ବିଭାଗ ର ଶହେ ରୁ ଉର୍ଦ୍ଧ କର୍ମଚାରୀ ଏହି କଲରା ପତରିଆ ବାଘ କୁ ଉଦ୍ଧାର କରିବା ପାଇଁ ଉଦ୍ୟାନ କରି ଶେଷରେ ଫାଇଲ ହୋଇଛ l ଏହା ପରେ ବାଘ କୁ ଟ୍ରାଙ୍କୁଲାଇଜ କରି ଉଦ୍ଧାର କରିବା ପାଇଁ…

ରିଲିଫ କୋଡ଼ ହେବ ଅଧିକାର ଆଇନ

ବଦଳିବ ରିଲିଫ କୋଡ଼ l ରାଜ୍ଵସ ବିଭାଗ ରୁ ହଟିବ ପୁରୁଣା ଆଇନ l ରିଲିଫ କୋଡ଼ ହେବ ଅଧିକାର ଆଇନ l ଆଉ ଦୟା ନୁହେଁ ଲୋକଙ୍କୁ ଅଧିକାର ମିଳିବ l ସୂଚନା ଦେଲେ ରାଜ୍ବସ ମନ୍ତ୍ରୀ ସୁରେଶ ପୂଜାରୀ

ମଝି ଚିଲିକାରେ  ଅଟକିଲା ଭସାପୋଲ

କିଛି ଯାନ୍ତ୍ରିକ ତ୍ରୁଟିରୁ ମଝି ଚିଲିକାରେ ଅଟକିଲା ଭସାପୋଲ ।ସାତପଡା ନିକଟ ଚିଲିକାରେ ଏକ ଘଣ୍ଟାରୁ ଅଧିକ ହେବ ଅଟକିଛି । ସାତପଡାରୁ ଜହ୍ନିକୁଦା ଯାଉଥିଲା । ସେଥିରେ ଫସିଛନ୍ତି ୬୦ରୁ ଅଧିକ ଯାତ୍ରୀ ।

ହ୍ରାସ ପାଇଲା ସୁନାର ଦର

ଗ୍ରାହକଙ୍କ ପାଇଁ ଖୁସି ଖବର । ହ୍ରାସ ପାଇଲା ୨୪ କ୍ୟାରେଟ୍ ସୁନାର ଦର । ସୁନା ଦର ୮୨ ହଜାରରୁ ଖସି ୭୮ ହଜାର ୫୦୦ ଟଙ୍କା ହେଲା । ୨୨ କ୍ୟାରେଟ୍ ସୁନାର ଦର ୭୬ ହଜାର ଥିଲା । ହ୍ରାସ ପାଇବା ପରେ ୭୨ ହଜାର ହେଲା । ସୁନା ଦର ଖସିବା ପରେ ଏବେ ଗ୍ରାହକଙ୍କ ମଧ୍ୟରେ ସୁନା କିଣିବାର ଆଗ୍ରହ…