ସମୁଦ୍ରରେ ଦେଖାଗଲା ଜାହାଜର ଭଗ୍ନାଂଶ: ବ୍ରିଟିସ୍ ଶାସନ ସମୟରେ ବୁଡ଼ିଥିବା ସନ୍ଦେହ
ବଙ୍ଗୋପସାଗରର ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଜାହାଜର ଭଗ୍ନାଂଶ ଦେଖିବାକୁ ମିଳିଛି। ବାତ୍ୟା ‘ମୋନ୍ଥା’ ପ୍ରଭାବରେ ଅଶାନ୍ତ ସମୁଦ୍ରରେ ଆଜି ସକାଳେ କୂଳରୁ ଅଳ୍ପଦୂରରେ ଏହି ଭଗ୍ନାଂଶ ଦେଖାଯାଇଛି। ଏହି ଜାହାଜ ଇଂରେଜ ସମୟରେ ବୁଡ଼ିଥିବା ସନ୍ଦେହ କରାଯାଉଛି। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର…
