Odia News Portal
Browsing Tag

swadhikar

ସ୍କୁଲ ଛାତ ଉପରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ

ସ୍କୁଲ ଛାତରେ ଚଢି ଧନୁ ତୀର ଧରି ଲୋକଙ୍କୁ ଭୟଭୀତ କରୁଥିଲା। ପରେ କାବୁ କରିବାକୁ ଯାଇଥିବା ପୋଲିସ ଆଇଆଇସିଙ୍କୁ ମାରିଲା ତୀର। ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ମହୁଲପଦା ଥାନା ବଡଜଲ ଗାଁରେ। ଗତକାଲି ଜଣେ ବ୍ୟକ୍ତି ହାତରେ ଧନୁ ତୀର ଧରି ଗାଁ ସ୍କୁଲର ଛାତକୁ ଚଢିଯିବା ସହ ଲୋକଙ୍କୁ ଡରାଉଥିଲା।…

ରାଉରକେଲାରେ ଲଜ୍ଜା; ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ରାଉରକେଲାରେରେ ଘଟିଛି ଲଜ୍ଜାଜନକ ଘଟଣା। ଯୌନ ପିପାସୁମାନେ ନାବାଳିକାଙ୍କୁ ଛାଡ଼ି ନାହାନ୍ତି। ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ୫ଜଣ ସଂପୃକ୍ତ ଥିବାରଘୁନାଥପାଲି ଥାନାରେ ଅଭିଯୋଗ ହୋଇଛି। ନାବାଳିକାଙ୍କ ପରିବାର ଲୋକେ…

ବାଲେଶ୍ୱର ବନ୍ୟା ବିପନ୍ନଙ୍କ ପାଇଁ ସହାୟତା ଘୋଷଣା

ବନ୍ୟା ବିପନ୍ନଙ୍କ ପାଇଁ ସହାୟତା ଘୋଷଣା ହୋଇଛି। ଲଗାଣ ବର୍ଷାରେ ବାଲେଶ୍ୱରରେ ବନ୍ୟା ବିଭୀଷିକା ପରେ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଗତ ୧୮ତାରିଖରେ ବନ୍ୟାସ୍ଥିତିର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ। ଏହା ପରେ ଏହି ଘୋଷଣା କରାଯାଇଛି । ତେବେ ଘର ଭାଙ୍ଗିଥିଲେ…

ଆନ୍ଦୋଳନ ରୁ ଓଲ୍ହେଇଲେ ସଫେଇ କର୍ମଚାରୀ

ଆନ୍ଦୋଳନ ରୁ ଓହରିଲେ କ୍ୟାପିଟାଲ ହସ୍ପିଟାଲ ସଫେଇ କର୍ମଚାରୀ l ତିନି ଦିନ ପରେ ଆନ୍ଦୋଳନ ରୁ ଓଲ୍ହେଇଛନ୍ତି ସଫେଇ କର୍ମଚାରୀ l ଏବେ ହସ୍ପିଟାଲ ରେ କାର୍ଯ୍ୟ ସ୍ୱାଭାବିକ ଭାବରେ ଚଳିବ l

କାଲି ଓଡ଼ିଶା ଆସିବେ ଜେ.ପି ନଡ୍ଡା

ଆସନ୍ତାକାଲି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା। ଦିନିକିଆ ଓଡ଼ିଆ ଗସ୍ତରେ ନଡ୍ଡା ଓଡ଼ିଶା ଆସୁଥିବା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ଆସନ୍ତାକାଲି ଜେ.ପି ନଡ୍ଡା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ବିଜେପି…

ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲା: ପରୀକ୍ଷା ପାଇଁ ରାଜି ହେଲେ ନିଲମ୍ବିତ ଆଇଆଇସି

ଭରତପୁର ଥାନାରେ ଭାରତୀୟ ସେନାର ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ସବୁ ପରୀକ୍ଷାର ସମ୍ମୁଖୀନ ପାଇଁ ରାଜି ହୋଇଛନ୍ତି ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର। ଆଜି ଏସଡିଜେଏମ୍ କୋର୍ଟରେ ହାଜର ହୋଇ ସେ ବ୍ରେନ୍ ମ୍ୟାପିଂ, ଲାଏ ଡିଟେକସନ୍ ଟେଷ୍ଟ, ପଲିଗ୍ରାଫ୍ ଟେଷ୍ଟ ଓ ନାର୍କୋ ଟେଷ୍ଟ…

୯୨ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଆବେଦନ କରିସାରିଲେଣି: ପ୍ରଭାତୀ ପରିଡ଼ା

ଏଯାଏ ୯୨ ଲକ୍ଷ ମହିଳା ସୁଭଦ୍ରା ଯୋଜନାରେ ଆବେଦନ କରିସାରିଲେଣି। ଏନେଇ ଆଜି ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ଏହି ସଂଖ୍ୟ ସପ୍ତାହକ ଭିତରେ ଏକ କୋଟି ଛୁଇଁବ ବୋଲି ସେ ଆଶା ପ୍ରକାଣ କରିଛନ୍ତି। ରାଜ୍ୟର ସମସ୍ତ ଯୋଗ୍ୟ ମହିଳାଙ୍କୁ…

ଆଗକୁ ବହୁ ବଡ଼ ବଡ଼ ନେତା ବିଜେପିରେ ସାମିଲ ହେବେ : ସୁକାନ୍ତ ପାଣିଗ୍ରାହୀ

ବିଜେପି ସରକାର ଗଠନ ହେବା ପରେ ଦୁଇ ଦୁଇ ଜଣ ବିଜେଡି ସାଂସଦ ବିଜେପିରେ ମିଶିସାରିଛନ୍ତି । ତେବେ ଆଗକୁ ବିସ୍ଫୋରଣ ହେବ ବୋଲି ବିଜେପି ସାଂସଦ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି । ଆଗକୁ ବହୁ ବଡ଼ ବଡ଼ ନେତା ବିଜେପିରେ ସାମିଲ ହେବେ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି । କେବଳ ବିଜେଡି…

ଭରତପୁର ଥାନା କାଣ୍ଡ: କ୍ରାଇମବ୍ରାଞ୍ଚର ତନାଘନା

ଭରତପୁର ଥାନା କାଣ୍ଡକୁ ନେଇ ବର୍ତ୍ତମାନର ବଡ଼ ଖବର । ଅଳ୍ପ କେଇ ମିନିଟ ପରେ ଗ୍ରାଉଣ୍ଡ ଜିରୋରେ ପହଞ୍ଚିବ କ୍ରାଇମବ୍ରାଞ୍ଚ ଟିମ୍ । ଘଟଣାର ତଦନ୍ତ ପାଇଁ ଭରତପୁର ଥାନା ଓ ପଥରଗାଡ଼ିଆ ଯିବ କ୍ରାଇମବ୍ରାଞ୍ଚ ଟିମ୍। ଏଥିପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ପାଇଁ ଭରତପୁର ଓ ଚନ୍ଦକା ଥାନାକୁ…

ପୂଜାରେ ବାଜିବନି DJ, ରାଜଧାନୀରେ ହେବ ମଦମୁକ୍ତ

ରାଜଧାନୀରେ ଏଥର ମଦମୁକ୍ତ, ଡିଜେ ମୁକ୍ତ, ପ୍ଲାଷ୍ଟିକ ମୁକ୍ତ ପୂଜା ପାଇଁ ଆହ୍ୱାନ । ଚାନ୍ଦା ନାଁରେ ବଟି ମାଗିଲେ ବନ୍ଧା ହେବେ । ପୂଜା ମଣ୍ଡପରେ ମଦମୁକ୍ତ ଶପଥ ପାଠ କରାଇବ ପୋଲିସ । ଏଥର ଦଶହରା ପୂଜାକୁ ରାଜଧାନୀରେ ଏଭଳି ଢଙ୍ଗରେ କରିବାକୁ ଆଜି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି । …