୨୭୪ ବ୍ଲକରେ ଷ୍ଟାଡିୟମ କାମ ସରିଛି
ରାଜ୍ୟର ମୋଟ ୩୧୪ଟି ବ୍ଲକ ମଧ୍ୟରୁ ୨୭୪ ବ୍ଲକରେ ଷ୍ଟାଡିୟମ କାମ ସରିଛି । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି କ୍ରୀଡ଼ାମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ । ବିଧାୟକ ଚକ୍ରମଣି କହଁରଙ୍କ ପ୍ରଶ୍ନରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।ସେ କହିଛନ୍ତି ଯେ ୩୦ଟି ଷ୍ଟାଡିୟମ କାମ ଚାଲିଛି । ୧୦ଟିର!-->…
