୬ସହରରେ ହେବ ୧୯ଟି ଏଫଏମ୍ ରେଡିଓ ଷ୍ଟେସନ୍
ଓଡ଼ିଶାର ୬ଟି ସହରରେ ୧୯ ଟି ପ୍ରାଇଭେଟ୍ ଏଫ୍ଏମ୍ ରେଡିଓ ଷ୍ଟେସନ୍ ଆରମ୍ଭ ହେବ। ପୁରୀ, ଭଦ୍ରକ, ବାଲେଶ୍ୱର, ବାରିପଦା, ସମ୍ବଲପୁରରେ ୩ଟି ଲେଖାଏଁ ହେବାକୁ ଥିବା ବେଳେ ବ୍ରହ୍ମପୁରରେ ଆରମ୍ଭ ହେବ ୪ଟି ଏଫଏମ୍ ରେଡ଼ିଓ ଷ୍ଟେସନ୍। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ!-->…
