ସ୍କୁଲ ପାଖରେ ବୁଲୁଥିଲେ; ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହରେ ଗାଁ ଲୋକ ଘେରିଲେ
ବାଂଲାଦେଶୀ ଅନୁପ୍ରବେଶକାରୀ ସନ୍ଦେହରେ ୭ଜଣଙ୍କୁ ଅଟକାଇ ପୁଲିସରେ ଜିମା ଦେଲେ ଲୋକେ। ବାଂଲାଦେଶରେ ହିଂସା ପରେ ଓଡ଼ିଶାର ହାଇଆର୍ଲଟ ଜିଲ୍ଲା ମଧ୍ୟରେ ଭଦ୍ରକ ଜିଲ୍ଲା ରହିଛି।
ଭଦ୍ରକ ଜିଲ୍ଲାର ବାସୁଦେବପୁରରେ ପୂର୍ବରୁ ବାଂଲାଦେଶୀ ଥିବା ବେଳେ ଏବେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ମୁକୁଳା!-->!-->!-->…
