ପ୍ୟାରିସ୍ ଅଲିମ୍ପିକ୍ସ : ଜାଭେଲିନ ଥ୍ରୋ ଫାଇନାଲରେ ନୀରଜ ଚୋପ୍ରା
ଆଜି ପ୍ୟାରିସ୍ ଅଲିମ୍ପିକର ୧୧ତମ ଦିନ। ଭାରତର ଷ୍ଟାର ଜାଭେଲିନ ଥ୍ରୋ ଆଥଲେଟ୍ ନୀରଜ ଚୋପ୍ରା ସିଜନର ବେଷ୍ଟ ଥ୍ରୋ ସହ ଫାଇନାଲରେ ଏଣ୍ଟ୍ରି କରିଛନ୍ତି। ସେ ମଙ୍ଗଳବାର ଗ୍ରୁପ୍-ବି କ୍ୱାଲିଫିକେସନ ରାଉଣ୍ଡରେ ୮୯.୩୪ମିଟରର ଥ୍ରୋ କରିଛନ୍ତି। ସେ ପ୍ରଥମ ଚେଷ୍ଟାରେ ହିଁ ଏହି ସଫଳତା ପାଇଛନ୍ତି।!-->…
