୩୨ ଟଙ୍କାରେ ବିକିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ଖସୁନି ଆଳୁ ଦର । ପଶ୍ଚିମବଙ୍ଗରୁ ଆଳୁ ଟ୍ରକ୍ ଆସୁଥିଲେ ମଧ୍ୟ ବଜାରରେ ଆଳୁ ଦର ଖସିନାହିଁ । କଟକ ଛତ୍ର ବଜାରରେ ଆଜି ଆଳୁ କେଜି ୫୦ ଟଙ୍କା ରହିଛି । ସପ୍ତାହେ ପରେ ପଶ୍ଚିମବଙ୍ଗରୁ ଧିରେ ଧିରେ ସ୍ୱାଭାବିକ ହେଉଛି ଆଳୁ ଯୋଗାଣ । ଓଡ଼ିଶାରେ ପହଞ୍ଚୁଛି ଆଳୁ ଗାଡ଼ି । ଗତକାଲି ଅପରାହ୍ନରୁ ଆଜି!-->…
