ଥାଇଲାଣ୍ଡରେ ଫସିଛନ୍ତି ୭ ଓଡ଼ିଆ ଶ୍ରମିକ; ଫେରିବାକୁ କରୁଛନ୍ତି ଗୁହାରୀ
ଥାଇଲାଣ୍ଡରେ ଫସିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ୭ଜଣ ଓଡ଼ିଆ ଶ୍ରମିକ। ଫେରିବାକୁ ଛଟପଟ ହେଉଥିବା ବେଳେ ପାଉ ନାହାନ୍ତି ବାଟ। ନା ପାଖରେ ଟଙ୍କା ଅଛି ନା ଅଛି ଭିସା। ଓଡ଼ିଶା ଫେରାଇ ଆଣିବା ପାଇଁ ଭିଡିଓ ବାର୍ତ୍ତା ଜରିଆରେ ରାଜ୍ୟ ସରକାର ଓ କେନ୍ଦ୍ରାପଡ଼ା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ!-->…
