ଭୁବନେଶ୍ୱରରେ ମହିଳାଙ୍କୁ ଅପହରଣ ଘଟଣାରୁ ହଟିଲା ପରଦା
ରାଜଧାନୀରେ ମହିଳାଙ୍କୁ ଅପହରଣ ଘଟଣାରେ ପୋଲିସକୁ ସଫଳତା । ରାଜଧାନୀ ଆପାର୍ଟମେଣ୍ଟରୁ ଅପହରଣ ହୋଇଥିବା ମହିଳାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି ପୋଲିସ । ଏଥିରେ ସମ୍ପୃକ୍ତ ଅଭିତଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ।
ଟ୍ରାଇଡେଣ୍ଟ ଗ୍ୟାଲେକ୍ସି ଆପାର୍ଟମେଣ୍ଟର ଜଣେ ମହିଳାଙ୍କୁ ଅପହରଣ!-->!-->!-->…
