କୋରାପୁଟରେ ଝାଡ଼ାବାନ୍ତି ଆତଙ୍କ; ୪୦ ଅସୁସ୍ଥ
କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ସୁବାଇ ଗାଁର ଗଉଡ ସାହିରେ ଝାଡ଼ାବାନ୍ତି ଆତଙ୍କ। ଝାଡ଼ାବାନ୍ତିରେ ୪୦ରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
କେଉଁ କାରଣ ପାଇଁ ଗଉଡ ସାହିରେ ଝାଡ଼ାବାନ୍ତି ବ୍ୟାପିଛି, ତାର କାରଣ ଜଣାପଡ଼ି ନାହିଁ।!-->!-->!-->…
