ହାରିଲେ ଦୀପାଳି, ଜିତିଲେ ଟଙ୍କଧର
ଝାରସୁଗୁଡ଼ା ବିଧାନସଭା ଆସନରୁ ବିଜେଡି ଟିକେଟରେ ପ୍ରାର୍ଥୀ ହୋଇଥିବା ଦୀପାଳି ଦାସ ପରାସ୍ତ ହୋଇଥିବା ସୂଚନା ମିଳିଛି। ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ସେ ୧୩୨୨ ଭୋଟରେ ପରାସ୍ତ ହୋଇଥିବା ଜଣାଯାଇଛି।
ନବ ଦାସ ହତ୍ୟା ପରେ ଝାରସୁଗୁଡ଼ା ବିଧାନସଭା ସିଟ୍ ପାଇଁ ଉପନିର୍ବାଚନ!-->!-->!-->…
