ଜଗନ୍ନାଥଙ୍କୁ ନେଇ ଭୁଲରେ କହିଦେଇଥିଲେ ଏମିତି; ପଶ୍ଚାତ୍ତାପ ପାଇଁ ୩ ଦିନ କରିବେ ଉପବାସ
ଜେପିର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମକୁ ପ୍ରତିକିୟା ଦେବାବେଳେ ଜଗନ୍ନାଥଙ୍କ ସମ୍ପର୍କରେ ଭୁଲବଶତଃ ତାଙ୍କ ପାଟିରୁ ବାହାରି ଯାଇଥିବା ଏକ ଶବ୍ଦକୁ ନେଇ ବିବାଦ ଉପୁଜିଥିଲା। ଏହାପରେ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି ନିଜେ ସମ୍ବିତ ପାତ୍ର। ଏମିତିକି ଉକ୍ତ!-->…
