Odia News Portal
Browsing Tag

swadhikar

ସରଣ୍ଡାରେ ସୁରକ୍ଷାବାହିନୀର ଏନ୍‌କାଉଣ୍ଟର: କୁଖ୍ୟାତ ମାଓ ନେତା ଅମିତ ହାଁସଦା ନିହତ

ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲାର ସରଣ୍ଡା ଜଙ୍ଗଲରେ ପୁଣି ଥରେ ଗୁଳିବର୍ଷା ହୋଇଛି। ରବିବାର ସକାଳେ ସୁରକ୍ଷା ବାହିନୀ ଗୁଳିରେ କୁଖ୍ୟାତ ମାଓବାଦୀ ନେତା ତଥା ଜୋନାଲ୍‌ କମିଟି ସଦସ୍ୟ ଅମିତ ହାଁସଦା ଓରଫ୍‌ ଆପ୍ତାନର ମୃତ୍ୟୁ ହୋଇଛି। ଆପ୍ତାନ ନାଁରେ ୨୦୧୪ରେ ଚାଇବାସା ଜେଲ ଭାଙ୍ଗିବା, ଏକ…

ସୀମାନ୍ତରେ ବାଟବଣା ବିକାଶ: ୯ ଖଣ୍ଡ ଗାଁକୁ ଭରସା ପାଦଚଲା ରାସ୍ତା

ଆନ୍ଧ୍ର ସୀମାନ୍ତ ଓଡ଼ିଶା ଗାଁରେ ବାଟ ହୁଡ଼ିଛି ବିକାଶ। ପାହାଡ଼ ଉପରେ ଅବସ୍ଥିତ ଗାଁକୁ ଯାତାୟାତର ମାଧ୍ୟମ ପାଦଚଲା ରାସ୍ତା। ମୋବାଇଲ୍ ନେଟ୍‌ୱର୍କ ନଥିବାରୁ ମନରେଗାରେ କାମ ପାଉନାହାନ୍ତି ଗ୍ରାମବାସୀ। ଜୀବନଜୀବିକା ପାଇଁ ଆନ୍ଧ୍ର ଉପରେ ନିର୍ଭରଶୀଳ ଥିବା ବେଳେ ଓଡ଼ିଆ ବଦଳରେ କହୁଛନ୍ତି ତେଲୁଗୁ।…

ଅଦିନରେ ରଥଯାତ୍ରା ପ୍ରସଙ୍ଗରେ ଶୁଣାଇଲେ ଗଜପତି: ବ୍ୟବସ୍ଥା ବଦଳିପାରେ, ତିଥି ନୁହେଁ

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖନିସୃତ ନିର୍ଦ୍ଦେଶ, ପବିତ୍ର ଶାସ୍ତ୍ର ତଥା ମହର୍ଷି ବେଦବ୍ୟାସଙ୍କ ରଚିତ ପୁରାଣ, ଅନନ୍ତ କାଳରୁ ପ୍ରତିଷ୍ଠିତ ପରମ୍ପରା ଅନୁପାଳନ ପୂର୍ବକ ମୂଳପୀଠ ଶ୍ରୀମନ୍ଦିରରେ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ସ୍ନାନଯାତ୍ରା ଓ ଆଷାଢ଼ ଶୁକ୍ଳପକ୍ଷ ଦ୍ବିତୀୟା ତିଥିରେ…

୫-ଟି ସ୍କୁଲ ରୂପାନ୍ତର ଦୁର୍ନୀତିକୁ ଧରିଛନ୍ତି ସିଏଜି: କୋଟି କୋଟି ମିଳିମିଶି ଖାଇଛନ୍ତି, ୫୫% କାର୍ଯ୍ୟର ବିନିଯୋଗ…

ବିଜେଡି ସରକାର ଅମଳରେ ୫-ଟି ସ୍କୁଲ ରୂପାନ୍ତରଣ କାର୍ଯ୍ୟ ସବୁଠୁ ଚର୍ଚ୍ଚାରେ ଥିଲା। ଏହି ଯୋଜନାକୁ ନେଇ ବ୍ୟାପକ ଦୁର୍ନୀତି ହୋଇଥିବା ସାଧାରଣରେ ଅଭିଯୋଗ ହୋଇଥିଲା। ବିଦ୍ୟାଳୟ ରୂପାନ୍ତର ନାମରେ କୋଟି କୋଟି ଟଙ୍କା ଚଳୁ କରି ଦିଆଯାଇଛି। ୫-ଟି ଯୋଜନା୧ ଅଧୀନରେ ବିଦ୍ୟାଳୟ ରୂପାନ୍ତରଣ…

ଭୁଟାନରେ ଜଳବିଦ୍ୟୁତ ପ୍ରକଳ୍ପ କରିବ ଆଦାନୀ ପାୱାର

ଆଦାନୀ ପାୱାର ଏବଂ ଭୁଟାନର ସରକାରୀ ବିଦ୍ୟୁତ୍ ଉତ୍ପାଦନ କମ୍ପାନୀ ଡ୍ରୁକ୍ ଗ୍ରୀନ୍ ପାୱାର କର୍ପ ଲିମିଟେଡ୍ (DGPC) ଶନିବାର ଭୁଟାନରେ ୫୭୦ ମେଗାୱାଟ ୱାଙ୍ଗଚୁ ଜଳବିଦ୍ୟୁତ୍ ପ୍ରକଳ୍ପ ସ୍ଥାପନ କରିବା ପାଇଁ ଏକ ଅଂଶୀଦାର ଚୁକ୍ତି ସ୍ୱାକ୍ଷର କରିଛନ୍ତି। ଭୁଟାନ ପ୍ରଧାନମନ୍ତ୍ରୀ ଦାସୋ ସେରିଙ୍ଗ…

ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ମହିଳା କମାଣ୍ଡର ମୃତ; ମୁଣ୍ଡରେ ଥିଲା ୮ ଲକ୍ଷର ପୁରସ୍କାର

ସୀମାନ୍ତ ଛତିଶଗଡର ନାରାୟଣପୁର ଏବଂ ଦନ୍ତେୱାଡ଼ା ଜିଲ୍ଲା ସୀମାରେ ପୁଣି ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ଜଣେ ମହିଳା ମାଓ କମାଣ୍ଡରର ମୃତ୍ୟୁ ହୋଇଛି। ମୃତ ମହିଳା ମାଓ କମାଣ୍ଡର ନାମରେ ସରକାର ୮ ଲକ୍ଷ ଟଂକାର ପୁରସ୍କାର ଘୋଷଣା କରିଥିଲେ। ମୃତ ମହିଳା କମାଣ୍ଡର ହେଲା ବିମଳା…

ଏବେ ହୀରାକୁଦ ଡ୍ୟାମର ଜଳସ୍ତର ୬୨୬.୩୭ ଫୁଟ୍

ଏବେ ହୀରାକୁଦ ଡ୍ୟାମର ଜଳସ୍ତର ୬୨୬.୩୭ ଫୁଟ୍ ରହିଛି। ମୋଟ ୨୪ଟି ଗେଟ ଦେଇ ଜଳ ନିଷ୍କାସିତ ହେଉଛି। ଏହି ସମୟରେ ୩, ୮୭, ୮୧୬ କ୍ୟୁସେକ ଜଳ ଡ୍ୟାମକୁ ପ୍ରବେଶ କରୁଥିବା ବେଳେ ୪,୦୨୯୦୫ କ୍ୟୁସେକ ଜଳ ଡ୍ୟାମରୁ ନିଷ୍କାସିତ ହେଉଛି।ହୀରାକୁଦ ଜଳଭଣ୍ଡାରକୁ ଅଧିକ ଜଳ ପ୍ରବେଶକୁ ଦୃଷ୍ଟିରେ…

ଓଡ଼ିଶାର ଦୁଇ ଶିକ୍ଷକ ପାଇଲେ ଜାତୀୟ ପୁରସ୍କାର

ଶିକ୍ଷା କ୍ଷେତ୍ରରେ ଉତ୍ତମ ପ୍ର‌ଦର୍ଶନ କରିଥିବା ଦେଶର ୮୧ ଜଣ ଆଦର୍ଶ ଶିକ୍ଷକଙ୍କୁ ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ‘ଜାତୀୟ ଶିକ୍ଷକ ପୁରସ୍କାର’ ପ୍ରଦାନ କରିଛନ୍ତି। ଏହି ଅବସରରେ ଓଡ଼ିଶାର ଦୁଇଜଣ ଆଦର୍ଶ ଶିକ୍ଷକ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କ ହାତରୁ…

୧୪ ଜଣ ପାକିସ୍ତାନୀ ଆତଙ୍କବାଦୀ ୪୦୦ କିଲୋଗ୍ରାମ ଆରଡିଏକ୍ସ ଧରି ଭାରତରେ ପ୍ରବେଶ କରିଥିବା … ଦାବି ଶୁଣି…

ମୁମ୍ବାଇ ପୁଲିସର ଜଣେ ଅଧିକାରୀ ଶୁକ୍ରବାର କହିଛନ୍ତି ଯେ ଏକ ଧମକ ପୂର୍ଣ୍ଣ ବାର୍ତ୍ତା ପାଇବା ପରେ ମୁମ୍ବାଇ ପୁଲିସକୁ ହାଇ ଆଲର୍ଟ‌ରେ ରଖାଯାଇଛି । ସେହି ସନ୍ଦେଶରେ ଦାବି କରାଯାଇଛି ଯେ 14 ଜଣ ଆତଙ୍କବାଦୀ 400 କିଲୋଗ୍ରାମ ଆରଡିଏକ୍ସ (RDX) ନେଇ ସହରକୁ ପ୍ରବେଶ କରିଛନ୍ତି ଏବଂ…

ବନ୍ୟାରେ ଉବୁଟୁବୁ ଦିଲ୍ଲୀ

ଦିଲ୍ଲୀ-ଏନ୍‌ସିଆର୍‌ରେ ଆଜି ଯମୁନା ନଦୀର ଜଳସ୍ତର ବିପଜ୍ଜନକ ଭାବେ ବୃଦ୍ଧି ପାଇ ରାଜଧାନୀର ବ୍ୟାପକ ଅଞ୍ଚଳରେ ବନ୍ୟା ସୃଷ୍ଟି କରିଛି।   ଯମୁନା  ଜଳସ୍ତର ଆଜି ସର୍ବୋଚ୍ଚ ୨୦୭.୪୮ ମିଟରକୁ ପହଞ୍ଚିଛି, ଯାହା ଦିଲ୍ଲୀର ଇତିହାସରେ ତୃତୀୟ ସର୍ବୋଚ୍ଚ ସ୍ତର ଭାବେ ରେକର୍ଡ ହୋଇଛି। ଲଗାଣ ମୌସୁମୀ…