ଓଡ଼ିଶା ଫେରିଲେ ମେରାଇନ ଅଫିସର ଅଶୋକ, ୩୬ ଦିନ ଧରି ହର୍ମୁଜରେ ଫସି ରହିଥିଲେ
ଓଡ଼ିଶା ଫେରିଲେ ହର୍ମୁଜରେ ଫସିଥିବା ମେରାଇନ ଅଫିସର । ଭୁବନେଶ୍ୱରରେ ପହଞ୍ଚିଲେ ଅଶୋକ ଦୀକ୍ଷିତ। ଷ୍ଟ୍ରେଟ ଅଫହର୍ମୁଜ ଠାରେ ପ୍ରାୟ ୩୬ ଦିନ ପର୍ଯ୍ୟନ୍ତ ଅଟକି ରହିଥିଲେ ଅଶୋକ । ଭାରତୀୟ ନୌସେନାର କଡା ସୁରକ୍ଷା ବଳୟ ମଧ୍ୟରେ ସେ ଭାରତକୁ ଫେରିଛନ୍ତି । ନିଜ ଜନ୍ମ ମାଟିରେ ପହଂଚିଛନ୍ତି ଅଶୋକ ।…
