‘ନବୀନ ପଟ୍ଟନାୟକ ଏକ ଅନନ୍ୟ ବ୍ୟକ୍ତିତ୍ବ’ ପୁସ୍ତକ ଉନ୍ମୋଚିତ
ଉନ୍ମୋଚିତ ହେଲା ପୁସ୍ତକ ନବୀନ ପଟ୍ଟନାୟକ ଏକ ଅନନ୍ୟ ବ୍ୟକ୍ତିତ୍ବ । ଡ. ପୀତବାସ ମିଶ୍ରଙ୍କ ଦ୍ବାରା ଲିଖିତ ଏହି ପୁସ୍ତକକୁ ଆଜି ପୁରୀ ୟୁଥ ହଷ୍ଟେଲରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉନ୍ମୋଚନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୀବନୀ ସମ୍ପର୍କରେ ଏହି ପୁସ୍ତକ ରଚନା!-->…
