ମନି ଲଣ୍ଡରିଂ ମାମଲାରେ ବଲିଉଡ୍ ଅଭିନେତା ରଣବୀର କପୁରଙ୍କୁ ଇଡି ପକ୍ଷରୁ ସମନ
ଅନଲାଇନ ବେଟିଂ ଆପ୍ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ବଲିଉଡ୍ ଅଭିନେତା ରଣବୀର କପୁରଙ୍କୁ ଇଡି ପକ୍ଷରୁ ସମନ ଜାରି ହୋଇଛି । ଅକ୍ଟୋବର ୬ରେ ଜେରା ପାଇଁ ରଣବୀରଙ୍କୁ ଡାକିଛି ଏହି କେନ୍ଦ୍ରୀୟ ସଂସ୍ଥା ।
ରଣବୀର ‘ମହାଦେବ’ ନାମକ ଅନଲାଇନ ବେଟିଂ ଆପ୍ ପାଇଁ ବିଜ୍ଞାପନ କରିଥିଲେ | ଏଥିପାଇଁ!-->!-->!-->…
