ଭୁବନେଶ୍ୱର ଏମ୍ସରେ ବିରଳ ଅସ୍ତ୍ରୋପଚାର
ଏମ୍ସ ଭୁବନେଶ୍ୱରରେ ଜଣେ କିଡ୍ନୀ ଟ୍ୟୁମର ରୋଗୀଙ୍କ ପ୍ରଥମ ରେଟ୍ରୋେପରିଟୋନିଓସ୍କୋପିକ୍ ପାର୍ସିଆଲ ନେଫ୍ରେକ୍ଟୋମି ଅସ୍ତ୍ରୋପଚାର କରାଯାଇଛି। ରୋଗୀଙ୍କ ବୃକ୍କରେ ଅନ୍ତଃନଳୀ ଭିତରେ ସୃଷ୍ଟି ହୋଇଥିବା ମାଂସ ପିଣ୍ଡୁଳାକୁ ଅତ୍ୟାଧୁୁନିକ ପଦ୍ଧତିରେ ବାହାର କରାଯାଇଛି। ଓଡ଼ିଶାରେ ପ୍ରଥମ ଥର!-->…
