ଆଜି ଶ୍ରୀମନ୍ଦିରରେ ଚକ୍ରବୁଲା ତଥା ଚକ୍ରନାରାୟଣ ଏକାଦଶୀ ନୀତି
ଚକ୍ରନାରାୟଣ ବିମାନରେ ଅଧ୍ଵଷ୍ଠିତ ହୋଇ ନଗର ପରିକ୍ରମା କରିଥାନ୍ତି । ଚକ୍ରନାରାୟଣ ହେଉଛନ୍ତି ମହାପ୍ରଭୁଙ୍କ ସୁଦର୍ଶନ ଚକ୍ର। ପୂର୍ବ କାଳରେ ଶ୍ରୀକ୍ଷେତ୍ରରେ ମହାମାରୀରେପଡ଼ି ଲୋକେ ବେଶ୍ ହଇରାଣ ହେଉଥିଲେ। ବିଭିନ୍ନ ରୋଗ ଓ ମହାମାରୀ ସାହି ସାହିରେ ମୃତ୍ୟୁ ତାଣ୍ଡବ ରଚୁଥିଲା।ଏଭଳି ସ୍ଥିତିରେ!-->…
