Odia News Portal
Browsing Tag

swadhikar

ଦୁଇ ବର୍ଷରେ ବଢ଼ିବ ୫୦୦ ପିଜି ସିଟ୍‌: ଫୋକସ୍‌ରେ କ୍ୟାନ୍ସର ମୁକ୍ତ ଓଡ଼ିଶା, ରକ୍ତ ଭଣ୍ଡାର, କିଡ୍‌ନି ରୋଗ କମାଇବା

ରାଜ୍ୟର ସମସ୍ତ ଜିଲ୍ଲା ଓ ମେଡିକାଲ୍ କଲେଜରେ ବିଶେଷଜ୍ଞଙ୍କ ଦ୍ବାରା ଚିକିତ୍ସା ସେବା ଉପଲବ୍ଧ କରାଇବା ପାଇଁ ପିଜି ପାଠ୍ୟକ୍ରମକୁ ସୁଦୃଢ଼ କରାଯିବ। ଆସନ୍ତା ୨ବର୍ଷ ମଧ୍ୟରେ ୫୦୦ଟି ପିଜି ଆସନ ବୃଦ୍ଧି କରାଯିବ। ଆସନ୍ତା ବର୍ଷ ୧୫୦ଟି ଏମ୍‌ବିବିଏସ୍‌ ସିଟ୍ ବୃଦ୍ଧି ପାଇଁ…

ଏପ୍ରିଲ ପହିଲାରୁ ‘ଓଡ଼ିଆ ପକ୍ଷ’

ଓଡ଼ିଆ ଘରର ଗାଥା-ଗୌରବ, ଚାଲିଚଳଣି, ଖାଦ୍ୟପାନୀୟ, ପୋଷାକପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ୱବିଦିତ କରିବା ଲକ୍ଷ୍ୟରେ ଏପ୍ରିଲ ପହିଲାରୁ ୧୪ ତାରିଖ ପର୍ଯ୍ୟନ୍ତ ପାଳିତ ହେବ ‘ଓଡ଼ିଆ ପକ୍ଷ’। ଓଡ଼ିଶାର ପ୍ରତ୍ୟେକ ଜିଲ୍ଲା ଓ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ବିଭାଗ ପକ୍ଷରୁ…

ରାଜଧାନୀ ଆସୁଥିବା ଚାଷୀଙ୍କୁ ଫୁଲନଖରାରୁ ଉଠାଇନେଲା ପୁଲିସ

ଚାଷୀମାନଙ୍କ ବିଭିନ୍ନ ସମସ୍ୟା ନେଇ ନବ ନିର୍ମାଣ କୃଷକ ସଂଗଠନ ଚାଲିଥିବା ପଦଯାତ୍ରା ଭୁବନେଶ୍ବରରେ ପ୍ରବେଶ କରିବା ପୂର୍ବରୁ ଫୁଲନଖରା ଛକରୁ ପୁଲିସ ଅଟକାଇ ଦେଇଛି। ଏହାସହିତ ସଂଗଠନର କର୍ମକର୍ତ୍ତାଙ୍କୁ ସେଠାରୁ ପୁଲିସ ଉଠାଇ ନେଇଛି। ଏହି ପଦଯାତ୍ରାରେ ସାମିଲ ହୋଇଥିବା ରାଷ୍ଟ୍ରୀୟ…

ଆଜି କେମିତି କଟିବ

ମେଷ: ଆଜି ଆପଣଙ୍କ ପାଇଁ ଏକ ମଧ୍ୟମ ଫଳଦାୟକ ଦିନ । ଆପଣଙ୍କ ସ୍ୱାସ୍ଥ୍ୟ କିଛିଟା ଅସ୍ଥିର ରହିପାରେ । ଆପଣ ଶାରୀରିକ ଥକ୍କା ଅନୁଭବ କରିବେ । ଯଦି ସମ୍ଭବ ହୁଏ, ତେବେ ଯାତ୍ରା କରିବାରୁ ଦୂରେଇ ରୁହନ୍ତୁ । କୌଣସି ସମସ୍ୟାକୁ ନେଇ ଜିଦ୍ ଧରି ରୁହନ୍ତୁ ନାହିଁ । ପେଟ ସମ୍ବନ୍ଧୀୟ ରୋଗ ହେବାର…

ନର୍ଲା ତହସିଲଦାରଙ୍କୁ ହତ୍ୟା ଧମକ ମାମଲା: ନର୍ଲା ବିଧାୟିକାଙ୍କ ସ୍ବାମୀଙ୍କ ନାଁରେ ମାମଲା ରୁଜୁ

କଳାହାଣ୍ଡିଜିଲ୍ଲା ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ସ୍ବାମୀ ତଥା ତତ୍‌କାଳୀନ ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ନର୍ଲା ତହସିଲଦାର ବିଭୁ ପ୍ରସାଦ ସିଂହଙ୍କୁ ଫୋନ୍‌ରେ ହତ୍ୟା ଧମକ ଦେଇଥିଲେ। ଏହି ଘଟଣାରେ ନର୍ଲା ପୁଲିସ ବିଭୁଙ୍କ ବିରୋଧରେ ମାମଲା ରୁଜୁ କରିଛି।…

ରାଜ୍ୟରେ ଆଗାମୀ ୫ ଦିନ ଯାଏ କାଳବୈଶାଖୀ, ବିଜୁଳି ଘଡଘଡି ପାଇଁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ

ପାଞ୍ଚ ଦିନ କାଳବୈଶାଖୀ । ରାଜ୍ୟରେ ଆଗାମୀ ୫ ଦିନ ଯାଏ କାଳବୈଶାଖୀ ଲାଗି ରହିବ । ଆଜି ବିଜୁଳି ଘଡଘଡି ପାଇଁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ୪ ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଏବଂ…

ବିଧାନସଭା ଓ ପିଏମ୍‌ଜିରେ ମିଳିତ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ଓ ଧାରଣା

ମିଳିତ ବିରୋଧୀ ଦଳ ତରଫରୁ ବିଶାଳ ଗଣଧାରଣା। ଲୋୟାର ପିଏମଜି ରେ ସରକାର ଙ୍କ ବିରୋଧରେ ରଣ ହୁଙ୍କାର ଦେଇଛନ୍ତି ୧୦ଟି ରାଜନୈତିକ ଦଳ। ଏସସିବି ଅଗ୍ନିକାଣ୍ଡରେ ମୃତକଙ୍କୁ ନ୍ୟାୟ ଏବଂ ଘଟଣାରେ ଦାୟୀ ଅଧିକାରୀଙ୍କୁ ଗିରଫ , ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ସହ ସରକାର ତାଙ୍କୁ ମନ୍ତ୍ରୀ…

ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ, ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ

ପୁରୀ ସମୁଦ୍ର ବେଳାଭୂମିରେ ଅଘଟଣ । ବୁଡ଼ିଯାଇ ୨ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ପୁରୀ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ମୃତ ପର୍ଯ୍ୟଟକଙ୍କ ପରିଚୟ ମିଳିପାରିନାହିଁ । ଦୁଇ ଜଣ ଗାଧୋଉଥିବାବେଳେ ବୁଡି ଯାଇଥିଲେ। ସୂଚନା ଅନୁସାରେ ଆଜି କିଛି ପର୍ଯ୍ୟଟକ ସମୁଦ୍ରରେ ଗାଧୋଇବାକୁ ଯାଇଥିଲେ ।…

ରାଜଧାନୀରେ ଲଜ୍ଜା, ଲିଫ୍ଟ ଦେବା ଆଳରେ ବଙ୍ଗୀୟ ମହିଳାଙ୍କୁ ଗଣଦୁଷ୍କର୍ମ

ରାଜଧାନୀରେ ଲଜ୍ଜା । ଲିଫ୍ଟ ଦେବା ଆଳରେ ବଙ୍ଗୀୟ ମହିଳାଙ୍କୁ ଗଣଦୁଷ୍କର୍ମ । ଷ୍ଟେସନରେ ଛାଡି ଦେବାକୁ କହି ୨ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।ବଙ୍ଗୀୟ ମହିଳାଙ୍କୁ ଭଡ଼ା ଘରେ ଗଣଦୁଷ୍କର୍ମ ହୋଇଛି । ବନ୍ଧକ ରଖି ଭୟଭୀତ କରାଇ ମହିଳାଙ୍କ ସହ ଦୁଷ୍କର୍ମ ଅଭିଯୋଗ ହୋଇଛି ।…

ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ, କହିଲେ ନବୀନ ପଟ୍ଟନାୟକ

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ବିଜେପି ସାଂସଦ ନିଶିକାନ୍ତ ଦୁବେ ଦେଇଥିବା ବିବାଦୀୟ ବୟନାକୁ ନେଇ ବର୍ଷିଲେ ନବୀନ । ଦୁବେଙ୍କ ମାନସିକ ଚିକିତ୍ସା ଆବଶ୍ୟକ ବୋଲି କହିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ସେ ମାନସିକ ଭାବେ ଅସୁସ୍ଥ ଅଛନ୍ତି । ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ…