Odia News Portal
Browsing Tag

swadhikar

ଗନ୍ଧମାର୍ଦ୍ଦନରୁ କେନ୍ଦୁ, ଖଇର ଗଛ ଚୋରାଚାଲାଣ

ଗନ୍ଧମାର୍ଦ୍ଦନ ସମେତ ଅନ୍ୟ ଜଙ୍ଗଲ ଓ ପାହାଡ଼ରେ କେନ୍ଦୁ ଏବଂ ଖଇର ଗଛ ବ୍ୟାପକ ଭାବେ କାଟି ଚୋରାଚାଲାଣ ହେଉଛି। ବର୍ଷତମାମ ଏହି କାରବାର ଚାଲିଛି। ସ୍ଥିତି ଏଭଳି ଯେ ଆଉ କିଛି ବର୍ଷ ଭିତରେ ଗନ୍ଧମାର୍ଦ୍ଦନରୁ ଉଭୟ ଗଛ ସଫା ହୋଇଯିବ। ବନ ବିଭାଗ ପାଖରୁ ମିଳିଥିବା ସୂଚନା ମୁତାବକ, ଖପ୍ରାଖୋଲ…

କୋରାପୁଟରେ ୬୫୦ ଶଯ୍ୟା ଚିକିତ୍ସାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: ‘ବିକାଶ ଧାରାରେ ସାମିଲ’

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍‌ପିଟାଲରେ ୨୮୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ୬୫୦ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ ଉଦ୍‌ଘାଟନ କରିଛନ୍ତି। ୬ ଲେନ୍‌ ବିଶିଷ୍ଟ ଜୟପୁର-ବ୍ରହ୍ମପୁର-ଭୁବନେଶ୍ୱର ଇକୋନୋମିକ୍‌ କରିଡର୍‌ ଶୀଘ୍ର ନିର୍ମାଣ ହେବ ବୋଲି…

ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଘର, ତିନି ଗୁରୁତର

ଗ୍ୟାସ ସିଲିଣ୍ଡର ଫାଟି ଜଳିଗଲା ଘର। ଏଥିରେ ତିନିଜଣ  ଗୁରୁତର ହୋଇଥିବା ଜଣାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କୁଲାଡ଼ ବ୍ରାହ୍ମଣୀଦେବୀ ପୀଠ ଠାରେ।  ତିନି ଗରୁତରଙ୍କୁ ଭୁବନେଶ୍ୱର ଏଏମ୍‌ସରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସଂକଟାପନ୍ନ…

ଜୟପୁରରେ ହିତାଧିକାରୀଙ୍କୁ ସୁଭଦ୍ରାର ତୃତୀୟ କିସ୍ତି ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଆଜି ରାଖୀ ପୂର୍ଣ୍ଣିମାରେ ଜୟପୁର ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀଙ୍କୁ ବ‌ାଣ୍ଟିଛନ୍ତି ସୁଭଦ୍ରାର ତୃତୀୟ କିସ୍ତି। ସମଗ୍ର ରାଜ୍ୟରେ କୋଟିଏରୁ ଅଧିକ ହିତାଧିକାରୀ ତୃତୀୟ କିସ୍ତି ଟଙ୍କା ପାଇବେ। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ୧୫ରୁ ଊର୍ଦ୍ଧ୍ବ ସୁଭଦ୍ରା…

ରାଖୀରେ ଶ୍ରୀଅଙ୍ଗରେ ଲାଗି ହୁଏ ବାସୁଙ୍ଗା ପାଟ  ‘ବାସୁଙ୍ଗା ପାଟ’: ଏଥିରେ ବସ୍ତ୍ର ପ୍ରସ୍ତୁତ ହୁଏ ନାହିଁ

ଦେବସ୍ନାନ ପୂର୍ଣ୍ଣିମା, ରାଖୀ ପୂର୍ଣ୍ଣିମା ଆଦିରେ ଶ୍ରୀବିଗ୍ରହମାନଙ୍କ ଶ୍ରୀଅଙ୍ଗରେ ଲାଗି ହୁଏ ବାସୁଙ୍ଗା ପାଟ। ଏହି ବାସୁଙ୍ଗା ପାଟ ମହାପ୍ରଭୁଙ୍କର ଅତିପ୍ରିୟ। ଖାସ୍‌ ଏଥି ପାଇଁ ପ୍ରତି ବର୍ଷ ରଥଯାତ୍ରା ପୂର୍ବରୁ ଭୁବନେଶ୍ବରରୁ ଶ୍ରୀମନ୍ଦିରକୁ ଯାଏ ଶହ ଶହ କିଲୋଗ୍ରାମ୍‌ର ବାସୁଙ୍ଗା ପାଟ।…

ପଦାରେ ପଡ଼ିଲା ଖୋର୍ଦ୍ଧା ବିଜେପିର ଗୋଷ୍ଠୀ କନ୍ଦଳ

ଖୋର୍ଦ୍ଧା ଜିଲ୍ଲାରେ ବିଜେପିର ଗୋଷ୍ଠି କନ୍ଦଳ ଏବେ ଡାଣ୍ଡରେ ପଡ଼ି ହାଟରେ ଗଡ଼ିଛି । ବୋଲଗଡ଼ ବେଗୁନିଆର ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ରଣବିଜୁଳି ଏବଂ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ମଧ୍ୟରେ ଚାଲୁଥିବା ଶୀତଳ ଯୁଦ୍ଧ ଚରମ ସୀମାରେ ପହଞ୍ଚଛି । ପ୍ରକାଶ ରଣବିଜୁଳିଙ୍କ ଗାଡ଼ିକୁ…

ରାଉରକେଲା ଗାନ୍ଧୀରୋଡ୍‌ ଅଞ୍ଚଳରୁ ବନ୍ଧୁକ ବେପାରୀ ଗିରଫ

ରାଉରକେଲା ଗାନ୍ଧୀରୋଡ୍‌ ଅଞ୍ଚଳରୁ ଜଣେ ବନ୍ଧୁକ ବେପାରୀକୁ ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲା ବିହାର ମୁଙ୍ଗେର ଜିଲ୍ଲାର ମୂଳନିବାସୀ ତଥା ରେଲୱେ କଲୋନି ରିମ୍‌ଝିମ୍‌ ବସ୍ତିରେ ରହୁଥିବା ରାଜେଶ ସାହୁ (୨୫)। ତା’ ପାଖରୁ ୧୦ଟି ବନ୍ଧୁକ, ୬ଟି ଅଫୁଟା ଗୁଳି ଓ ୨ଟି ଖାଲି ମାଗାଜିନ୍‌…

ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲା: ଚେନ୍ନାଇରୁ ଧରାହେଲା ମୁଖ୍ୟ ଅଭିଯୁକ୍ତ

ପଟ୍ଟାମୁଣ୍ଡାଇ ଛାତ୍ରୀ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ମୁଖ୍ୟ ଅଭିଯୁକ୍ତ ହେଲା ଗଣେଶ୍ବର ବେହେରାଙ୍କ ପୁଅ ପ୍ରମୋଦ ବେହେରା। ତାର ଘର ବିଲିକଣା ପଞ୍ଚାୟତ ତେରୋଇ ଗାଁରେ ବୋଲି ଜଣାଯାଇଛି। ତାକୁ ଚେନ୍ନାଇରୁ ଧରି କେନ୍ଦ୍ରାପଡ଼ା ଆଣୁଛି ପୁଲିସ୍।…

ଆରମ୍ଭ ହେଲା ‘ ବୃହତ୍‌ ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା’

ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଆନୁକୂଲ୍ୟରେ ‘ଜାତୀୟ ହସ୍ତତନ୍ତ ଦିବସ’ ଅବସରରେ ଆଜି ଜନତା ମଇଦାନଠାରେ ‘ରାଜ୍ୟସ୍ତରୀୟ ବୃହତ୍‌ ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା’ ଉଦ୍‌ଘାଟିତ ହୋଇଯାଇଛି। ଏହି ମେଳାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରି କହିଛନ୍ତି, ଆମ ହସ୍ତତନ୍ତ…

ହାଇକୋର୍ଟରେ ସରକାରଙ୍କ ସତ୍ୟପାଠ: ରାଜ୍ୟରେ ଗୋ ହତ୍ୟା ସଂପୂର୍ଣ୍ଣ ନିଷେଧ

ପ୍ରଚଳିତ ଆଇନ ଅନୁସାରେ ଓଡ଼ିଶା‌ରେ ଗୋ ହତ୍ୟା ସଂପୂର୍ଣ୍ଣ ନିଷେଧ ବୋଲି ରାଜ୍ୟ ସରକାର ହାଇକୋର୍ଟଙ୍କୁ ଅବଗତ କରିଛନ୍ତି। ଓଡ଼ିଶା ଗୋ ହତ୍ୟା ନିରୋଧ ଆଇନ, ୧୯୬୦ର ଧାରା ୩ ଅନୁସାରେ ରାଜ୍ୟରେ ଗୋ ହତ୍ୟା ସଂପୂର୍ଣ୍ଣ ନିଷେଧ ବୋଲି ସରକାରଙ୍କ ତରଫରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଉଲ୍ଲେଖ…