ରାତି ଅଧରେ ବାଲି ମାଫିଆଙ୍କୁ ଛାଟ, ମାଡିବସିଲା ଏନଫୋର୍ସମେଣ୍ଟ ଟିମ୍
ବାଲି ମାଫିଆଙ୍କୁ ଛାଟ । ରାତି ଅଧରେ ବାଲିଘାଟ ଉପରେ ରେଡ୍ । ମାଡିବସିଲା ଏନଫୋର୍ସମେଣ୍ଟ ଟିମ୍ । ଗୋଟିଏ ଜେସିବି ଓ ହାଇୱା ଜବତ । ବୌଦ୍ଧରେ ମାତିଛନ୍ତି ବାଲି ମାଫିଆ । ସେମାନଙ୍କୁ ଚେକ୍ ଦେବା ପାଇଁ ରାତିରେ ବୁଲୁଛନ୍ତି ଏନଫୋର୍ସମେଣ୍ଟ ଟିମ୍ ।
ଗତକାଲି ରାତିରେ ବୌଦ୍ଧ ଜିଲ୍ଲାପାଳଙ୍କ ସମେତ…
