ଭଣ୍ଡୁର ହେଲା ଭଦ୍ରାୟଣୀ: ଜିଲ୍ଲା ମହୋତ୍ସବକୁ ନେଇ ବିବାଦ
ଭଣ୍ଡୁର ହୋଇଛି ଭଦ୍ରାୟଣୀ । ଭଦ୍ରକର ଜିଲ୍ଲା ମହୋତ୍ସବ ଭଦ୍ରାୟଣୀକୁ ନେଇ ବିବାଦ ଆରମ୍ଭ ହୋଇଛି। ଏହି ବିବାଦକୁ ନେଇ କିଛି ବ୍ୟକ୍ତି ଆଜି ପେଣ୍ଡାଲ ଉପରକୁ ଉଠି ଉତ୍ସବ ବନ୍ଦ କରିଦେଇଛନ୍ତି। ପ୍ରଶାସନର ପରିଚାଳନା ଗତ ତୃଟି ପାଇଁ ଲୋକେ ଉତ୍ୟକ୍ତ ହୋଇପଡ଼ିଥିଲେ। ଗତକାଲି ଏହି ଉତ୍ସବ ଭଦ୍ରକର…
