Odia News Portal
Browsing Tag

swadhikar

ସାତ ବର୍ଷ ଶିଶୁକୁ ଅପହରଣ ପରେ ଗଳା କାଟି ହତ୍ୟା

ରାୟଗଡା ଜିଲ୍ଲା ବିଷମକଟକ ବ୍ଲକର ଚାଟିକଣା ଅଞ୍ଚଳର ଗୋଟିଏ ୫ ବର୍ଷ ଶିଶୁକୁଅପହରଣପରେ ଗଳା କାଟି ହତ୍ୟା କରା ଯାଇଥିବା ଭଳି ଚଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି Iସୂଚନାରୁ ଜଣାପଡିଛି ଚାଟିକଣା ସ୍ଥିତ ପୁରୁଣା ଷ୍ଟେସନ ସାହିର ପୁରୁଷୋତ୍ତମ ଗନ୍ତାୟତଙ୍କ ୫ ବର୍ଷ ପୁଅ ଋଷି…

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ବାସଭବନ ସମେତ ୭ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ

ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡ଼ା ଜଳସେଚନ ବିଭାଗ ଅଧୀନରେ ଡେରାବିଶ ଜଳସେଚନ ସବଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀଯନ୍ତ୍ରୀ ପ୍ରମୋଦରା ୟ। ତାଙ୍କ ସହଜଡ଼ିତ ୭ଟିସ୍ଥାନରେ ଏକକାଳୀନ ଭିଜିଲାନ୍ସ ଟିମ୍ ଚଢ଼ଉ କରୁଥିବା ଜଣାଯାଇଛି।…

ରାଜମିସ୍ତ୍ରୀ ବାହା ହେମ୍ବ୍ରମ୍ ପୁରୁଷ ପ୍ରଧାନ ସମାଜରେ ନାରୀର ଭୂମିକା

ବର୍ତ୍ତମାନର ସମୟରେ ପୁରୁଷ ପ୍ରଧାନ ସମାଜରେ ନାରୀର ଭୂମିକା ଅନେକ କ୍ଷେତ୍ରରେ ଗୁରୁତ୍ବ ବହନ କରିଥାଏ। ସେ ଏକାଧାରରେ ଜାୟା, ଜନନୀ, ଭଗିନୀ ରୂପରେ ପୁରୁଷକୁ ସାହାଯ୍ୟର ହାତ ବଢ଼ାଇଥାଏ। ତେବେ ଯାହାର ଏକ ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ବ୍ଲକ…

ଡାଳିମ୍ବ ଚୋପା ରେ ଚା’ ବନାଇ ପିଅନ୍ତୁ ମିଳିବ ଦ୍ବିଗୁଣ ଫାଇଦା

ଡାଳିମ୍ବ ରସଯୁକ୍ତ ମଞ୍ଜିରେ ଭରପୁର ଥାଏ । ଏହା ଯେମିତି ସ୍ୱାଦିଷ୍ଟ ଲାଗିଥାଏ ଠିକ୍ ସେହିପରି ଭାବେ ଏଥିରେ ଲାଭକାରୀ ଗୁଣ ମଧ୍ୟ ଭରପୁର ରହିଛି । ଡାଳିମ୍ବରେ ପୋଷକ ତତ୍ତ୍ୱ ରହିଥାଏ ଯାହା ଶରୀରରେ ରକ୍ତ ବଢ଼ାଇଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ । ଡାଳିମ୍ବ ଖାଇ ଶରୀରର ଦୁର୍ବଳତାକୁ ଦୂର…

ବର ୪୦କୁ, କନିଆ ୧୬; ବାଲ୍ୟ ବିବାହକୁ ବିରୋଧ କରିବାକୁ ଯାଇ ହଟହଟା ହେଲେ ଜିଲ୍ଲାଶିଶୁ ଅଧିକାରୀ ସଦସ୍ୟା

ବର ୪୦କୁ, କନିଆ ୧୬ । ବିବାହ ବେଳେ ପହଞ୍ଚିଲେ ଜିଲ୍ଲାଶିଶୁ ଅଧିକାରୀ ସଦସ୍ୟା । ଘଟଣାସ୍ଥଳରୁ ଚମ୍ପଟ ମାରିଲା ବର । କେନ୍ଦ୍ରାପଡା ଜିଲ୍ଲାର ସଖିବଟରେ ଦେଖିବାକୁ ମିଳିଛି ଏପରି ଘଟଣା । ତେବେ ବାଲ୍ୟ ବିବାହକୁ ବିରୋଧ କରିବାକୁ ଯାଇ ହଟହଟା ହୋଇଛନ୍ତି ଜିଲ୍ଲାଶିଶୁ ଅଧିକାରୀ ସଦସ୍ୟା । ଏପରିକି…

ମାଟିରେ ମିଶିବ ବାଉଁଶୁଣୀ ଡାକବଙ୍ଗଳା: ବୌଦ୍ଧ ଗଡ଼ଜାତର ଐତିହାସିକ ସ୍ମାରକୀ ଅବହେଳିତ

ବୌଦ୍ଧ ଗଡ଼ଜାତର ଐତିହାସିକ ସ୍ମାରକୀ ବାଉଁଶୁଣୀ ଡାକବଙ୍ଗଳାର ସତ୍ତା ଲୋପ ପାଇବା ଉପରେ। ତଥାପି ଏହାର ରକ୍ଷଣାବେକ୍ଷଣ ବ୍ୟବସ୍ଥା କରାଯାଉ ନ ଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ରାଜତନ୍ତ୍ର ସମୟରେ ବୌଦ୍ଧ ରାଜ୍ୟର ୪୪ତମ ଶାସକ ରାଜା ଯୋଗୀନ୍ଦ୍ର ଦେବଙ୍କ ରାଜୁତି କାଳ…

ଶୁଖିଗଲାଣି ଶିମିଳିପାଳର ସୀତାକୁଣ୍ଡ! ୨୦୦ ମିଟର ପରେ ଉଭାନ୍‌, ଚିନ୍ତା‌ ପ୍ରକଟ କଲେ ପରିବେଶବିତ୍‌

ଶିମିଳିପାଳ ପାଦଦେଶରେ ସୀତାକୁଣ୍ଡ ଝରଣା ରହିଛି। ହେଲେ ଝରଣା ତା’ର ଆକର୍ଷଣ ହରାଇଛି। ଝରଣାଟି କିଛି ବାଟ ପ୍ରବାହିତ ହେବା ପରେ ବିଲୀନ ହୋଇଯାଇଛି।’ ପଶ୍ଚିମବଙ୍ଗର ଅର୍ଜୁନ ସେନଙ୍କ ଏହି ଟିପ୍ପଣୀ ଅନେକଙ୍କୁ ପରିବର୍ତ୍ତିତ ପରିବେଶ ବିଷୟରେ ଭାବିବା ପାଇଁ ବାଧ୍ୟ କରିଛି। ଏହାସହିତ…

ବ୍ରହ୍ମପୁରରେ ଚାଲିଥିଲା ଶିଶୁ ଭିକ୍ଷାବୃତ୍ତି ରାକେଟ; ୯ ପିଲା ଉଦ୍ଧାର, ୫ ଗିରଫ

ବ୍ରହ୍ମପୁର: ବ୍ରହ୍ମପୁର ସହରର ଚାଲିଥିଲା ଶିଶୁ ଭିକ୍ଷାବୃତ୍ତି ରାକେଟ । ପୋଲିସର ସ୍ୱତନ୍ତ୍ର ଟିମ୍ ୯ ଜଣ ପିଲାଙ୍କୁ ଉଦ୍ଧାର କରିଛି । ଶିଶୁଙ୍କୁ ଏଭଳି କାର୍ଯ୍ୟରେ ସାମିଲ କରାଇଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗତ କିଛି ମାସ ଧରି ସହହର ପ୍ରମୁଖ ଟ୍ରାଫିକ୍ ପଏଣ୍ଟରେ ରାଜ୍ୟ…

ବାୟୁସେନାର ସୁଖୋଇ-୩୦ ବିମାନ କ୍ରାସ୍, ପାଇଲଟଙ୍କ ମିଳି ପାରିନାହିଁ ପତ୍ତା

ବାୟୁସେନାର ସୁଖୋଇ-୩୦ ବିମାନ କ୍ରାସ୍ । ଆସାମରେ ବାୟୁସେନାର ସୁଖୋଇ ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ । ସୁଖୋଇ (Su-30MKI) ଯୁଦ୍ଧବିମାନ କାଲି ସନ୍ଧ୍ୟାରେ ଆସାମରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନଟି ଯୋରହାଟ ଏୟାରବେସରୁ ଏକ ପ୍ରଶିକ୍ଷଣ ଉଡ଼ାଣ ପାଇଁ ବାହାରିଥିଲା । ମାତ୍ର ସନ୍ଧ୍ୟା…

ବାଟବଣା କଲା ଅନଲାଇନ ମ୍ୟାପ: ପଶିଗଲା ଟ୍ରଲର, ଚୁରମାର ହୋଇଗଲା ଘର

ବାଟବଣା କଲା ଅନଲାଇନ ମ୍ୟାପ । ପଶିଗଲା ଟ୍ରଲର, ଚୁରମାର ହୋଇଗଲା ଘର । ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ହାତିବାରୀ ଗାଁରେ ଦେଖିବାକୁ ମିଳିଛି ଛାତିଥରା ଦୃଘଟଣା । ଦୁର୍ଘଟଣାରେ ଜଣେ ମୃତ । ଢେଙ୍କାନାଳରୁ ଆଜବେଷ୍ଟ ନେଇ କୋଲକତା ଯାଉଥିଲା ଟ୍ରଲର । କିନ୍ତୁ ମନ୍ଦାର ଛକରୁ ଅନଲାଇନ ମ୍ୟାପ୍…