ନୂତନ ଉପସେନାମୁଖ୍ୟ ହେଲେ ଲେଫ୍ଟନାଣ୍ଟ ଜେନେରାଲ ଏମ୍ଭି ଶୁଚୀନ୍ଦ୍ର କୁମାର
ଭାରତୀୟ ସେନାର ଉପସେନାମୁଖ୍ୟଙ୍କୁ ଦକ୍ଷିଣପଶ୍ଚିମ କମାଣ୍ଡ୍ର ଆର୍ମି କମାଣ୍ଡର ଭାବେ ବଦଳି କରାଯିବା ପରେ ଲେଫ୍ଟନାଣ୍ଟ ଜେନେରାଲ ଏମ୍ଭି ଶୁଚୀନ୍ଦ୍ରଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛି। ଉପସେନାମୁଖ୍ୟ ଭାବେ ପଦୋନ୍ନତି ପାଇବା ପୂର୍ବରୁ ଲେଫ୍ଟନାଣ୍ଟ ଜେନେରାଲ ଶୁଚୀନ୍ଦ୍ର ଆର୍ମି!-->…
