ପୁଲିସ ଏନ୍କାଉଣ୍ଟର୍ରେ ୭ ନିହତ: ମାଲକାନଗିରି ସୀମାରେ ଟଳିଲେ ୪ ନକ୍ସଲ, ଲାଲ ବାହିନୀର ବ୍ୟାପକ କ୍ଷୟକ୍ଷତି
ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଆଜି ବଡ଼ଧରଣର ଏନ୍କାଉଣ୍ଟର ହୋଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି ୪ ନକ୍ସଲ। ଲାଲ ବାହିନୀର ବିପୁଳ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ଗୁଇନ୍ଦା ସୂତ୍ରରୁ ବିଜାପୁର ପୁଲିସକୁ ନକ୍ସଲଙ୍କ କ୍ୟାମ୍ପ ସଂପର୍କରେ!-->…
