ଆନ୍ତଃରାଜ୍ୟ କାର୍ ଚୋରି ରାକେଟ୍ର ପର୍ଦାଫାସ, ମାଷ୍ଟରମାଇଣ୍ଡ ଦୁର୍ଦ୍ଦାନ୍ତ କାହ୍ନୁ ନାୟକ ଗିରଫ
ରାଉରକେଲା ପୁଲିସ ବର୍ଷ ଆରମ୍ଭରୁ ଏକ ବଡ଼ ଧରଣର ଆନ୍ତଃରାଜ୍ୟ କାର୍ ଚୋରି ରାକେଟ୍ର ପର୍ଦାଫାସ୍ କରିଛି। ଏହି ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ବିଶ୍ରା ରତାଖଣ୍ଡି ଅଞ୍ଚଳର କାହ୍ନୁ ନାୟକ ସହ ଜଲ୍ଦା ଏ’ ବ୍ଲକ୍ର ଅନୁପ ମୁଣ୍ଡା ଓ ବିଶ୍ରା ଚେକ୍ ଗେଟ୍ ଅଞ୍ଚଳର ମହମ୍ମଦ…
