ଭାରତ-ଆମେରିକା ଅନ୍ତରୀଣ ବାଣିଜ୍ୟ ରାଜିନାମା: ଆସନ୍ତା ସପ୍ତାହରେ ୱାସିଂଟନ ଯିବେ ଭାରତୀୟ ପ୍ରତିନିଧି ମଣ୍ଡଳୀ
ଭାରତ ଓ ଆମେରିକା ମଧ୍ୟରେ ନିକଟରେ ଅନ୍ତରୀଣ ବାଣିଜ୍ୟ ରାଜିନାମା ଢାଞ୍ଚା ଘୋଷଣା ହୋଇଛି। ଆସନ୍ତାମାସରେ ଏହି ରାଜିନାମା ସ୍ବାକ୍ଷର ହେବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ଭାରତର ପ୍ରତିନିଧି ମଣ୍ଡଳୀ ଆସନ୍ତା ସପ୍ତାହରେ ୱାସିଂଟନ ଗସ୍ତରେ ଯିବେ। ସେମାନେ ରାଜିନାମା ସଂକ୍ରାନ୍ତ ଆଇନଗତ…
