ଜାତୀୟ ରାଜପଥ ଉପରେ ହାତୀପଲ, ଯାତାୟାତ ବାଧାପ୍ରାପ୍ତ
ଜାତୀୟ ରାଜପଥ ଉପରେ ହାତୀପଲ । କେନ୍ଦୁଝର ପାଟଣା ରେଞ୍ଜକୁ ଫୁଣି ଫେରିଲେ ହାତୀ । ଆଜି ସକାଳୁ କେନ୍ଦୁଝର ତୁରୁମୁଙ୍ଗା ତ୍ରିବିନ୍ଧା ଗାଁ ନିକଟରେ ୪୯ନମ୍ବର ଜାତୀୟ ରାଜପଥ ପାର ହୋଇ ହାତୀପଲ ପାଟଣା ରେଞ୍ଜରେ ପ୍ରବେଶ କରିଛନ୍ତି ।
ହାତୀପଲ ରାସ୍ତା ପାର ହେଉଥିବାବେଳେ କିଛି ସମୟ…
