Odia News Portal
Browsing Tag

swadhikar

ସ୍ପେସାଲ ସିକ୍ୟୁରିଟି ରଦ୍ଦ କର, ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଜିଲ୍ଲାକଂଗ୍ରେସ କମିଟି ପକ୍ଷରୁ ସରକାରଙ୍କ ମିଥ୍ୟା ପ୍ରତିଶ୍ରୁତି, ୩୦୦ ୟୁନିଟ ବିଜୁଳି ଛାଡ଼, କୃଷି ପାଇଁ ଦେୟ ମୁକ୍ତ ବିଜୁଳି ପ୍ରଦାନ, ନୂତନ ମିଟରର ମାନଦଣ୍ଡର ସତ୍ୟତା ଯାଞ୍ଚ ଏବଂ ସ୍ପେସାଲ ସିକ୍ୟୁରିଟି ରଦ୍ଦ ଦାବିରେ ସୋମବାର ବାଇପାସ ସ୍ଥିତ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ…

ପଶ୍ଚିମବଙ୍ଗରେ ଫୁଟିବ କି ଫୁଲ ? ଦିଦିଙ୍କ ଗଡ଼ରେ ବିଜେପି ବାଜି ମାରିବା ନେଇ ପୁଣି ଦମ୍ଭୋକ୍ତି ଦେଖାଇଲେ ଶାହ…

ଦିଦିଙ୍କ ଗଡ଼ରେ ପୁଣି ଦମ୍ ଦେଖାଇଲେ ଶାହ । ପଶ୍ଚିମବଙ୍ଗରେ ବିଜେପିର ବିଜୟ ନେଇ ପୁଣି ଦେଖାଇଲେ ଦମ୍ଭୋକ୍ତି । ଆଗାମୀ ବିଧାନସଭା ନିର୍ବାଚନରେ ବିଜେପି ପଶ୍ଚିମବଙ୍ଗରେ ସରକାର ଗଠନ କରିବ ବୋଲି ଦମ୍ଭ ଦେଖାଇଲେ ଶାହ । ୨୦୨୬ରେ ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ କରିବ । ଆଉ ସରକାର ହେଲା…

ରାଉରକେଲା ପୋଲିସ କବଳରେ ବନ୍ଧୁକ ମାଫିଆ, ୩ ଅଭିଯୁକ୍ତ ଗିରଫ

ରାଉରକେଲା ପୋଲିସ କବଳରେ ବନ୍ଧୁକ ମାଫିଆ । ନାଗାଲାଣ୍ଡ ସରକାରଙ୍କ ଲୋଗୋ ଥିବା ଓ ଲାଇସେନ୍ସ ବନ୍ଧୁକ କହି ବେଆଇନ ଭାବେ ବନ୍ଧୁକ ବିକ୍ରି କରୁଥିଲେ ଅଭିଯୁକ୍ତ । ଆନ୍ତଃରାଜ୍ୟ ବନ୍ଧୁକ ରାକେଟକୁ ଧରିବାରେ ସଫଳ ହେଇଛି ରାଉରକେଲା ପୋଲିସ । ଅବୈଧ ଭାବରେ ବନ୍ଧୁକ ବିକ୍ରି କରୁଥିଲେ ଅଭିଯୁକ୍ତ।…

ଆଜି ପବିତ୍ର ଶାମ୍ବ ଦଶମୀ, ଚଳଚଞ୍ଚଳ ସୂର୍ଯ୍ୟଙ୍କ ମନ୍ଦିର କୋଣାର୍କ

ଆଜି ପବିତ୍ର ଶାମ୍ବ ଦଶମୀ । ସୂର୍ଯ୍ୟ ଭଗବାନଙ୍କ ପୂଜା । ବିଶ୍ବାସ ରହିଛି ଶାମ୍ବ ଦଶମୀରେ ସୂର୍ଯ୍ୟଙ୍କ ଉପାସନା କରି ଅର୍ଘ୍ୟ ଦାନ କଲେ ଦୁରାରୋଗ୍ୟରୁ ମୁକ୍ତି ମିଳିଥାଏ । କାହିଁକି ନାଁ ସୂର୍ଯ୍ୟ ଭଗବାନ ହେଉଛନ୍ତି ସକଳ ଶକ୍ତିର ଆଧାର । ଆଜିର ଦିନରେ ଭଗବାନ କୃଷ୍ଣଙ୍କ ପୁତ୍ର “ସାମ୍ବ”…

ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼।

ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଗଡ଼ିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼। ଆଜି ପ୍ରତିରକ୍ଷା ମନ୍ତ୍ରଣାଳୟ ଏଥିରେ ମୋହର ମାରିଛି। ସ୍ୱଦେଶୀ ସାମଗ୍ରୀ ଉତ୍ପାଦନ ମାଧ୍ୟମରେ ‘ଆତ୍ମନିର୍ଭର ଭାରତ’ ଗଠନ ଦୃଷ୍ଟିକୋଣକୁ ନେଇ ଚଳିତ ବର୍ଷ ପ୍ରଜ୍ଞାପନ ମେଢ଼ର…

ଭିବି-ଜି ରାମ ଜି ଯୋଜନା: ଓଡ଼ିଶାକୁ ୫୮୩ କୋଟି ଫାଇଦା

‘ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା’ (ମନରେଗା) ସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂଆ ‘ଭିବି-ଜି ରାମ ଜି’ ଯୋଜନା ଆଣିଛନ୍ତି। ଏହାକୁ ନେଇ ରାଜନୈତିକ ସ୍ତରରେ ହଟଚମଟ ଲାଗିରହିଛି। ନୂଆ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପାଣ୍ଠି ଭାଗବଣ୍ଟା…

୧୯୬୦ ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ନନ୍ଦନକାନନ ପ୍ରାଣୀଉଦ୍ୟାନ 

ନନ୍ଦନକାନନର ୬୬ ତମ ପ୍ରତିଷ୍ଠା ଦିବସ । ୧୯୬୦ ମସିହା ଆଜିର ଦିନରେ ପ୍ରତିଷ୍ଠା ହୋଇଥିଲା ନନ୍ଦନକାନନ ପ୍ରାଣୀଉଦ୍ୟାନ । ଚଳିତ ବର୍ଷ ନନ୍ଦନକାନନରେ ମହା ଆଡ଼ମ୍ବରରେ ପାଳିତ ହେଉଛି ପ୍ରତିଷ୍ଠା ଦିବ ସ। ଏହି ଅବସରରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମସିଂ ଖୁଣ୍ଟିଆ ଯୋଗଦେବେ । ନୂଆ ଖୁଆଡ଼ର…

ନୂଆ ବର୍ଷ ପାଇଁ ପୁରୀରେ ଲାଗିଲାଣି ଭିଡ଼, ମୁତୟନ ହେବେ ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ

ନୂଆ ବର୍ଷ ପାଇଁ ପୁରୀରେ ଲାଗିଲାଣି ଭିଡ଼ । ନୂଆ ବର୍ଷ ଦିନ ଶ୍ରୀମନ୍ଦିର ଏବଂ ପୁରୀ ସମୁଦ୍ର ବେଳାଭୂମିରେ ସାଢ଼େ ୩ ଲକ୍ଷରୁ ୪ ଲକ୍ଷଙ୍କ ବିଶାଳ ସମାଗମ ହେବା ଅନୁମାନ କରାଯାଉ । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରି ଦେଇଛି । କେନ୍ଦ୍ରାଞ୍ଚଳ ଡିଆଇଜି ନୂଆ ବର୍ଷ ପାଇଁ ବ୍ୟାପକ…

ନ୍ୟୁଜର୍ସି ଆକାଶରେ ଦୁଇ ହେଲିକପ୍ଟର ଧକ୍କା, ଜଣେ ମୃତ

ଆମେରିକାର ନ୍ୟୁ ଜର୍ସିରେ ଭୟଙ୍କର ବିମାନ ଦୁର୍ଘଟଣା । ଦୁଇଟି ହେଲିକପ୍ଟର ମଝି ଆକାଶରେ ଧକ୍କା ହେବା ଫଳରେ ଖଣ୍ଡ ଖଣ୍ଡ ହୋଇଯାଇଛି । ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ଏବଂ ଅନ୍ୟ ଜଣକ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ରିପୋର୍ଟ…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଐତିହାସିକ ସମୁଦ୍ର ଯାତ୍ରା, ଶତ୍ରୁର ରାଡାରକୁ ଚକମା ଦେଇପାରିବ INS ବାଘସୀର

ସମୁଦ୍ରର ଅତଳ ଗଭୀରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ତଥା ତିନି ସେନାର ସର୍ବୋଚ୍ଚ କମାଣ୍ଡର ଦ୍ରୌପଦୀ ମୁର୍ମୁ କର୍ଣ୍ଣାଟକର କରୱାର ନୌସେନା ବେସ୍ ଠାରେ ସବମରିନ ବାଘସୀରରେ ଯାତ୍ରା କରି ନୂଆ ଇତିହାସ ରଚିଛନ୍ତି । ଭାରତୀୟ ନୌସେନାର କାଲଭାରୀ ଶ୍ରେଣୀର ବୁଡ଼ା ଜାହାଜ…