Odia News Portal
Browsing Tag

swadhikar

ବିଏମସି କାର୍ଯ୍ୟାଳୟ ହିଂସାକାଣ୍ଡରେ ସମ୍ପୃକ୍ତି ଅଭିଯୋଗ: ୫ ଜଣଙ୍କୁ ନିଲମ୍ବନ କଲେ ରାଜ୍ୟ ବିଜେପି ସଭାପତି

ଭୁବନେଶ୍ୱର ମହାନଗର ନିଗମ କାର୍ଯ୍ୟାଳୟରେ ସୋମବାର ହିଂସାକାଣ୍ଡରେ ସମ୍ପୃକ୍ତି ଅଭିଯୋଗ ଆଧାରରେ ୫ ଜଣଙ୍କୁ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ରାଜ୍ୟ ସଭାପତି ମନମୋହନ ସାମଲ ନିଲମ୍ବନ କରିଛନ୍ତି। କର୍ପୋରେଟର ଅପରୂପ ନାରାୟଣ ରାଉତ,ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ,

ଜୁଲାଇ ମାସରୁ ଚାଉଳ ବନ୍ଦ! ଇ-କେଓ୍ୱାଇସି କରିନଥିଲେ ମିଳିବନି ରାସନ

ପୁରିଲା କଣ୍ଟ, ଏଥର କଠୋର ଆଭିମୁଖ୍ୟ ଦେଖାଇଛନ୍ତି ସରକାର । ୨୦୨୪ ଅଗଷ୍ଟ ମାସରୁ ଇ-କେଓ୍ୱାଇସି  ପାଇଁ ତାରିଖ ପରେ ତାରିଖ ଧାର୍ଯ୍ୟ କରିଆସୁଥିଲେ ରାସନ କାର୍ଡ ହିତାଧିକାରୀଙ୍କ ପାଇଁ । ଏଥର କିନ୍ତୁ ସମୟ ଅବଧି  ବଢାଇଲାନି ଯୋଗାଣ ବିଭାଗ । ଜୁନ ଶେଷ ସୁଦ୍ଧା ୨୧ ଲକ୍ଷ ୫୮ ହଜାର ହିତାଧିକାରୀ

 ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ

ଆସନ୍ତା ୧୪ ତାରିଖରେ ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ମହାମହିମ । ୧୪ରେ ଭୁବନେଶ୍ୱର ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ଏବଂ ୧୫ରେ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି ।

ଅତିରିକ୍ତ କମିଶନରଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ

ଭୟଙ୍କର ଘଟଣା...BMC ଅଫିସ ଭିତରେ ଆକ୍ରମଣ ଦୃଶ୍ୟ ପଦାକୁ ଆସିଲା...ଅତିରିକ୍ତ କମିଶନରଙ୍କୁ ମାଡ଼ର ଦୃଶ୍ୟ ପଦାକୁ ଆସିଲା...ଅତିରିକ୍ତ କମିଶନରଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟୁଛନ୍ତି ଯାହାର ଭୟଙ୍କର ଦୃଶ୍ୟ ପଦାକୁ ଆସିଛି । ଘୋଷାଡ଼ି ଘୋଷାଡ଼ି ନେବା ସହ ବିଧା ଗୋଇଠା ମାଡ଼ ମାରୁଥିବାର ଭିଡ଼ିଓ

ଟଳିଲେ ୨ ମାଓବାଦୀ

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ ମାଓବାଦୀ । ବୁଡାଗୁଡା ସଂରକ୍ଷିତ ଜଙ୍ଗଲରେ କମ୍ବିଂ ବେଳେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ଗୁଇନ୍ଦା ସଚନା ଆଧାରରେ ୨ ଦିନ ହେଲା ଚାଲିଥିଲା ଅପରେସନ ।

ସୁରକ୍ଷା, ଶୃଙ୍ଖଳାକୁ ପ୍ରାଥମିକତା: ଜିଲ୍ଲାପାଳ

ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଡ଼ ଖୋଲିବା ସମୟରେ ଦଳାଚକଟାରେ ତିନି ଜଣ ଭକ୍ତଙ୍କ ପ୍ରାଣହାନି ଘଟଣାରେ ବଦଳିଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ। ତୁରନ୍ତ କାର୍ଯ୍ୟରେ ଯୋଗ ଦେଇଛନ୍ତି ନୂଆ ଜିଲ୍ଲାପାଳ ଚଞ୍ଚଳ ରାଣା। ଶ୍ରୀ ରାଣା ଆଜି

କିଏ ହେବ ବିଜେପି ସଭାପତି? ବଡ଼ ଗୋଳିଆ ହେଲାଣି ରାଜନୀତି

କିଏ ହେବ ବିଜେପିର ପରବର୍ତ୍ତୀ ମୁଖିଆ? କାହାକୁ ମିଳିବ ସଭାପତି ପଦ? କାହାର ନେତୃତ୍ୱରେ ଆଗକୁ ବଢ଼ିବ ଭାରତୀୟ ଜନତା ପାର୍ଟି? ଲମ୍ବା ସମୟ ଧରି ଏଭଳି କିଛି ଚର୍ଚ୍ଚା ଦିଲ୍ଲୀରେ ରାଜନୀତିରେ ସରଗରମ କରିଛି । ଖାସ୍ କରି ବିଜେପି ଏବଂ ସଂଘ ଭିତରେ ସଭାପତି ପଦକୁ ନେଇ ଏବେ ବି ଅଙ୍କ ଅଛିଣ୍ଡା

ଜନ୍ମବେଦୀକୁ ଯିବେ ଶ୍ରୀଜିଉ

ଆଜି ପ୍ରଭୁ ଜଗନ୍ନାଥ ଏବଂ ତାଙ୍କ ଭାଇଭଉଣୀଙ୍କ ରଥଯାତ୍ରାର ତୃତୀୟ ଦିନ। ପ୍ରଭୁ ଜଗନ୍ନାଥଙ୍କୁ ଗୋଟି ପହଣ୍ଡିରେ ଥିବା ତାଙ୍କ ମାଉସୀଙ୍କ ମନ୍ଦିରକୁ ଅଡ଼ାପା ମଣ୍ଡପରେ ପହଞ୍ଚାଇବା ପାଇଁ ନିଆଯିବ। ଏହି ଦିନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଛୋଟ ଅଭିଜ୍ଞତାକୁ କାମରେ ଲଗାଇବି: ପିନାକ

 ପୁରୀ ଏସପି ଭାବେ ଦାୟିତ୍ୱ ନେବା ପରେ ପିନାକ ମିଶ୍ରଙ୍କ ସୂଚନା । ମୋର ପୂର୍ବରୁ ଯେଉଁ ଛୋଟ ଅଭିଜ୍ଞତା ରହିଛି କାମରେ ଲଗାଇବି । ମହାପ୍ରଭୁ ମୋତେ ଓ ପୋଲିସକୁ ଶକ୍ତି ଦିଅନ୍ତୁ କାମନା କରୁଛି । ଅଘଟଣ ନେଇ ମୁଁ ଏବେ କହିବା ଠିକ ହେବ ନାହିଁ । ସମସ୍ତ ନୀତିକାନ୍ତି ଆଗକୁ କିପରି ଠିକ ଭାବେ ହେବ

ପୁରୀକୁ ଆସୁଥିବା ଭକ୍ତଙ୍କ ପାଇଁ ଜରୁରୀ ସୂଚନା, ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରିବାକୁ ପଡ଼ିପାରେ ୨ ଘଣ୍ଟା

ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଆସୁଥିବା ତୀର୍ଥ ଯାତ୍ରୀ ଓ ଭକ୍ତମାନଙ୍କ ପାଇଁ ଓଡ଼ିଶା ପୋଲିସ୍‌ର ଜରୁରୀ ସୂଚନା । ଟ୍ରାଫିକ୍‌ ସମସ୍ୟାକୁ ଦୃଷ୍ଟିରେ ରଖି ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଭକ୍ତମାନଙ୍କ ପାଇଁ ଜରୁରୀ ସୂଚନା ଦେଇଛି ଓଡ଼ିଶା ପୋଲିସ୍ । ଓଡ଼ିଶା ପୋଲିସ ପକ୍ଷରୁ