Odia News Portal
Browsing Tag

swadhikar

ଶେଷ ସୋମବାର: ହରିଶଙ୍କର ପୀଠରେ ଭିଡ଼ ରାଜ୍ୟ ଓ ବାହାରୁ ଭକ୍ତଙ୍କ ସମାଗମ

ଶ୍ରାବଣ ମାସର ଶେଷ ସୋମବାର ପ୍ରସିଦ୍ଧ ହରିଶଙ୍କର ପୀଠରେ ଶ୍ରଦ୍ଧାଳୁ ଓ ବୋଲବମ୍ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଥିଲା। ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଭକ୍ତମାନେ ହରିଶଙ୍କରଙ୍କ ଦର୍ଶନ କରୁଥିଲେ`ବହୁ ବିଳମ୍ବ ହେଉଥିବାରୁ କିଛି ଭକ୍ତ ମନ୍ଦିର ସଂଲଗ୍ନ ଶିବଲିଙ୍ଗ ଓ ଝରଣା ନିକଟସ୍ଥ ବୃକ୍ଷମୂଳେ ପୂଜା…

ଗାଁରେ ପହଞ୍ଚିଲା ମୃତଦେହ: ବଳଙ୍ଗା ପୀଡ଼ିତାଙ୍କ ଶେଷଯାତ୍ରା

ରବିବାର ସକାଳେ ନୂଆଦିଲ୍ଲୀ ଏମ୍‌ସରେ ପୀଡ଼ିତାଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା। ମରଶରୀର ଭୁବନେଶ୍ବର ଆଣିବା ଲାଗି ଦିଲ୍ଲୀସ୍ଥିତ ଆବାସିକ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଥିବାବେଳେ ରାତି ପ୍ରାୟ ୯ଟା ସମୟରେ ମୃତଦେହ…

ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣା: ଦୁଇ ଛାତ୍ର ଗିରଫ

ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା । ୨୦ ଦିନ ପରେ ଆକ୍ସନରେ କ୍ରାଇମବ୍ରାଞ୍ଚ । ଦୁଇ ଜଣ ଛାତ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଛାତ୍ରୀ ମୃତ୍ୟୁ ଘଟଣା ଷଡ଼ଯନ୍ତ୍ର ଅଭିଯୋଗରେ ଗିରଫ ହୋଇଛନ୍ତି ଦୁଇ ଛାତ୍ର । ଛାତ୍ରୀ ଜଣଙ୍କ ନିଜ ସମସ୍ୟା ନେଇ ଲଢେଇ କରୁଥିବା ବେଳେ…

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ  ବୌଦ୍ଧ ଏମଭିଆଇ

ଭିଜିଲାନ୍ସ ଜାଲରେ ପରିବହନ ଅଧିକାରୀ ବା ମୋଟର ଭେଇକିଲ ଇନ୍ସପେକ୍ଟର । ବୌଦ୍ଧ ପରିବହନ ଅଧିକାରୀ ଗୋଲାପ ଚନ୍ଦ୍ର ହାଁସଦା ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କର ଏକକାଳୀନ ୬ଟି ଜାଗାରେ ଚଢାଉ ଚାଲିଛି । ବାରିପଦା ପ୍ରଫୁଲ୍ଲ ନଗରରେ ଗୋଲାପଙ୍କର…

ଆଜି ପୁଣି ବିମାନମନ୍ଦରରୁ ମିଳିଲା ୮ କୋଟିର ମାରିଜୁଆନା: ୨ଦିନ ତଳେ ୩୦ କେଜି ମିଳିଥିଲା

ଆଜି ଭୁବନେଶ୍ବର ବିମାନବନ୍ଦରରେ ଥାଇଲାଣ୍ଡ୍‌ରୁ ବିମାନ ପହଞ୍ଚିବା ପୂର୍ବରୁ ଖବର ପାଇ ଡିଆର୍‌ଆଇ ଟିମ୍‌ ପ୍ରସ୍ତୁତ ରହିଥିଲା। ବ୍ୟାଗ୍‌ ସଂଗ୍ରହ କରିବା ସମୟରେ ଗୁଜୁରାଟର ଏହି ଯୁବକଙ୍କୁ ଅଟକାଇ ଥିଲା। ତାଙ୍କୁ ଯାଞ୍ଚ କରିବା ପରେ ବିସ୍କୁଟ୍‌ ପ୍ୟାକେଟ୍‌ରେ ହାଇଡ୍ରୋପୋନିକ୍‌ ୱିଡ୍‌…

ପାକିସ୍ତାନକୁ ମୋଦୀଙ୍କ ବ୍ରହ୍ମୋସ୍ ଚେତାବନୀ: ‘ୟୁପିରେ ନିର୍ମାଣ ହେଉଛି କ୍ଷେପଣାସ୍ତ୍ର’ ‘ସ୍ବଦେଶୀ’ ଆପଣାଇବାକୁ…

ଭାରତର ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଭବିଷ୍ୟତରେ ଯେକୌଣସି ଆତଙ୍କୀ କାର୍ଯ୍ୟର ନିର୍ଣ୍ଣାୟକ ଜବାବ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ପାକିସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି। ଉତ୍ତରପ୍ରଦେଶର ବାରାଣସୀରେ ଉଦ୍‌ବୋଧନ ଦେଇ ମୋଦୀ ଘୋଷଣା କରିଛନ୍ତି,…

ଆଖିବୁଜିଲେ ବଳଙ୍ଗା ପୀଡ଼ିତା: ୬ଟା ୨୨ରେ ପ୍ରାଣବାୟୁ ଉଡ଼ିଗଲା

ଶେଷରେ ଆଖିବୁଜିଲେ ବଳଙ୍ଗା ପୀଡ଼ିତା। ଦିଲ୍ଲୀ ଏମ୍‌ସରେ ଆଜି ସନ୍ଧ୍ୟା ୬ଟା ୨୨ରେ ତାଙ୍କର ପରଲୋକ ଘଟିଛି। ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇନାହିଁ। ଆସନ୍ତାକାଲି ତାଙ୍କ ଶବ ବ୍ୟବଚ୍ଛେଦ ହେବା ପରେ ଓଡ଼ିଶା ଆସିବ। ଖବର ପ୍ରକାଶ ପାଇବା ପରେ ପୀଡ଼ିତାଙ୍କ ଘର…

ବିଜେପିର ନୂଆ ଟିମକୁ  ନେଇ ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା

ନୂଆ ଟିମ ନେଇ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା । ଯେଉଁ ଦିନ କେନ୍ଦ୍ର ସଭାପତି ଘୋଷଣା ହେଇଯିବ, ତାପରେ ଟିମ ଓଡ଼ିଶା ଘୋଷଣା ହବ l ଏହା ହଉଛି ଦଳର ସମ୍ଭିଧାନିକ ବ୍ୟବସ୍ଥା l ତାପରେ ଚୂଡାନ୍ତ ହବ ନିଗମ ବୋର୍ଡ l ଖୁବ ଶୀଘ୍ର ଠିକ ସମୟରେ ଘୋଷଣା ହବ l

ଓଡ଼ିଶାର ପ୍ରାୟ ୩୫ ଲକ୍ଷ  କୃଷକଙ୍କୁ ମିଳିଲା ୬୯୭ କୋଟି ଟଙ୍କା ସହାୟତା

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ ପିଏମ କିଷାନ ସମ୍ମାନ ନିଧି କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ରାଜ୍ୟର ଚାଷୀ ଭାଇ ଭଉଣୀ ମାନଙ୍କୁ ପି.ଏମ୍ କିଷାନ ସହାୟତା ରାଶିର ୨୦ତମ କିସ୍ତି ପ୍ରଦାନ କରିଛନ୍ତି। ସୂଚନା ଯୋଗ୍ୟଯେ,…

ବିବାଦରେ ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ

ଭାରତର ଜଣେ ଆଧ୍ୟାତ୍ମିକ ଗୁରୁ ଓ କଥାବାଚକ ଅନିରୁଦ୍ଧାଚାର୍ଯ୍ୟ ଏବେ ଏକ ବିବାଦରେ ଫସିଯାଇଛନ୍ତି । ଲିଭ୍-ଇନ୍ ସମ୍ପର୍କ ଉପରେ ତାଙ୍କର ଏକ ବକ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ବେଳେ, ଏହାକୁ ନେଇ ଦେଶବ୍ୟାପୀ ଭାବେ ତୀବ୍ର ସମାଲୋଚନା ହେଉଛି । ଏହି ଭିଡିଓରେ ଅନିରୁଦ୍ଧାଚାର୍ଯ୍ୟ…