କାବୁଲରୁ ଫେରିଲେ ୧୬୮ ଭାରତୀୟ
ନୂଆଦିଲ୍ଲୀ: ଆଫଗାନିସ୍ତାନର ତାଲିବାନ ଦଖଲ ପରେ ସେଠାରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଥଇଥାନ ପ୍ରକ୍ରିୟା ଚାଲିଛି। ଦୋହା ଦେଇ ୧୬୮ ଭାରତୀୟ ନାଗରିକଙ୍କୁ ନେଇ ଏକ ବାୟୁସେନା ବିମାନ ଆଜି ଗାଜିଆବାଦରେ ହିନ୍ଦନ ଏୟାରବେସରେ ପହଞ୍ଚିଛି। ଏହି ବିମାନଟି ସକାଳେ ନିଜେ କାବୁଲରୁ ଭାରତ ଅଭିମୁଖେ!-->…
