Odia News Portal
Browsing Tag

swadhuikar news

ମାଲକାନଗିରିରେ ସେଞ୍ଚୁରି ଟପିଲା ପେଟ୍ରୋଲ

ଭୁବନେଶ୍ୱର : ଦେଶର ଅନେକ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ୍ ଦର ଲିଟର୍ ପିଛା ୧୦୦ ଟଙ୍କା ଅତିକ୍ରମ କରିସାରିଛି। ହେଲେ ଓଡ଼ିଶାରେ ପ୍ରଥମଥର ପେଟ୍ରୋଲ୍ ଦର ସେଞ୍ଚୁରୀ ମାରିଛି।ମାଲକାନଗିରି ଜିଲ୍ଲା କାଲିମେଳାରେ ଆଜି ପେଟ୍ରୋଲ ଲିଟର ପ୍ରତି ୧୦୦ ଟଙ୍କା ଅତିକ୍ରମ ହୋଇଛି। ସେଠାରେ ପେଟ୍ରୋଲ୍ ଲିଟର…

‘ମନ କି ବାତ୍’ରେ ତ୍ରିରଙ୍ଗାର ଅପମାନ ପ୍ରସଙ୍ଗ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ମନ କି ବାତ୍’ | ୭୩ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଜାତୀୟ ପତାକାର ଅପମାନ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ମୋଦି କହିଛନ୍ତି କି, ଦେଶବାସୀଙ୍କ ମନରେ ଏହି ଘଟଣା ଗଭୀର ଆଘାତ ପହଞ୍ଚାଇଛି । ଏନେଇ ସେ ବହୁତ ମର୍ମାହତ ଏବଂ…

ପରୀ ମୃତ୍ୟୁ ମାମଲାର କେନ୍ଦ୍ରୀୟ ତଦନ୍ତ ସୁପାରିସ ପାଇଁ ଏନସିପିସିଆର ପରାମର୍ଶ

ପରୀ ମୃତ୍ୟୁ ମାମଲାରେ ଅସନ୍ତୋଷ ପ୍ରକାଶ କଲେ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ବା ଏନସିପିସିଆର । ପରୀ ମୃତ୍ୟୁ ପରେ କରାଯାଇଥିବା ପ୍ରାଥମିକ ତଦନ୍ତରେ ତ୍ରୁଟି ଥିବା ଦର୍ଶାଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଏନସିପିସିଆର ।ଏ ନେଇ ରାଜ୍ୟ ସରକାର କେନ୍ଦ୍ରୀୟ ତଦନ୍ତ ସୁପାରିସ କରନ୍ତୁ ବୋଲି…