Odia News Portal
Browsing Tag

swagatika mohanty

ମୁଠାଏ ଦାନା ଚେନାଏ ହସର ବାର୍ତ୍ତାନେଇ ଭୋକିଲା ପେଟର ଭୋକ ବୁଝୁଛନ୍ତି ସ୍ୱାଗତିକା

ଭୁବନେଶ୍ୱର: କଥାରେ ଅଛି ମାନବ ସେବା ହିଁ ମାଧବ ସେବା । ବାସ୍ ଏ କଥାକୁ ମର୍ମେ ମର୍ମେ ବୁଝନ୍ତି କଛି ଦରଦୀ ହୃଦୟ । କେଉଁଠି ନା କେଉଁଠି ତାଙ୍କ ହୃଦୟରେ ଥାଏ ଅତିରିକ୍ତ ଜାଗାଟେ । ସେଥିପାଇଁ ମାପି ପାରନ୍ତି ଗରିବ ପେଟର ଭୋକକୁ ଅବା ଦୁଃଖି ଶରୀରର ପିଡା଼କୁ । ପତ୍ର ଲଗା ଘଞ୍ଚ ଡାଳଟେ ପରି ହୋଇ…