କିଏ ହେବ ସ୍ୱାତୀଙ୍କ ବର?
					ଭୁବନେଶ୍ୱର: ଆସୁଛି ନୂଆ ଓଡ଼ିଆ ଚଳଚ୍ଚିତ୍ର । ନୂଆ ନାୟିକାଙ୍କୁ ଦେଖିବାକୁ ପାଇବେ ଦର୍ଶକେ ।  ଜଲସ୍ୱା ଦେଖାଇବେ ନବାଗତା ସ୍ୱାତୀ । ଓଡ଼ିଶାର ଘରେ ଘରେ ପରିଚିତ ମୁନ୍ ଟିଭି ମୁଭିଜ୍ ବ୍ୟାନରରେ ଆସିବାକୁ ଯାଉଛି ସ୍ୱାତୀଙ୍କ ନୂଆ ଫିଲ୍ମ । ଯାହାର ଟାଇଟଲ ରହିଛି ‘ଆସିବ ବର ତୋର’ । ଏଥିରେ ଓଲିଉଡର!-->…				
						
						
			