Odia News Portal
Browsing Tag

synthetic paneer found in cuttack

କଟକରୁ ଜବତ ହେଲା ଭେଜାଲ୍ ପନିର୍

କଟକ: ଭେଜାଲ୍ ତେଲ, ଘିଅ, ସସ୍, ଲଙ୍କାଗୁଣ୍ଡ, ହଳଦୀଗୁଣ୍ଡ ମିଳିବା ପରେ ଏବେ କଟକରୁ ଜବତ ହୋଇଛି ଅପମିଶ୍ରିତ ସିନ୍ଥେଟିକ୍ ପନିର୍ । କଟକ ଚାଉଳିଆଗଞ୍ଜ ଥାନା ପୋଲିସ ଦ୍ୱାରା ଏହି ପନିର ଜବତ କରାଯାଇଛି । କଟକ ଚାଉଳିଆଗଞ୍ଜ ପୋଲିସ୍‌ ଓ ସିଏମ୍‌ସି ସ୍ୱାସ୍ଥ୍ୟ ବିଭାଗର ଏକ ଟିମ୍ ଚଢାଉ କରି ୧