ଟମାଟୋ ଫ୍ଲୁ ହାଇଆଲର୍ଟ
କର୍ଣ୍ଣାଟକରେ ଟମାଟୋ ଫ୍ଲୁ ଆତଙ୍କ । ଗତ କିଛି ଦିନ ଧରି କର୍ଣ୍ଣାଟକରେ ଏହି ରୋଗ ଦେଖାଦେଇଛି । ପୂର୍ବରୁ ତାମିଲନାଡୁ ଏବଂ କେରଳରେ ଏହି ରୋଗ ଦେଖା ଦେଇଥିଲା । ଏହି ସଙ୍କ୍ରାମକ ରୋଗ ବ୍ୟାପୁଥିବାରୁ କର୍ଣ୍ଣାଟକରେ ହାଇଆଲର୍ଟ ଜାରି କରାଯାଇଛି । ବିଶେଷକରି କେରଳରୁ ଆସିଥିବା ବ୍ୟକ୍ତିମାନଙ୍କ!-->…
