Odia News Portal
Browsing Tag

tapaswini sumit case

ଆଜି ପୁଣି ହାଇକୋର୍ଟ ଆସିବେ ସୁମିତ ଓ ତପସ୍ୱିନୀ

ଆଜି ପୁଣି ହାଇକୋର୍ଟ ଆସିବେ ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ ଓ ତାଙ୍କ ପତ୍ନୀ ତପସ୍ୱିନୀ । ଗତ ୯ ତାରିଖରେ ସୁମିତ-ତପସ୍ୱିନୀଙ୍କ ପ୍ରଥମ ପର୍ଯ୍ୟାୟ ମେଡିଏସନ ସରିଛି । କିନ୍ତୁ ଏହା ଅଧାରେ ଅଟକିଥିଲା। ଆଜି ଅପରାହ୍ନ ୪ଟାରେ ପୁଣି ବୁଝାସୁଝା କରାଯିବ। ମଧ୍ୟସ୍ଥତା କେନ୍ଦ୍ରରେ ଆପୋଷ ସମାଧାନ…

ତପସ୍ୱିନୀ ସୁମିତି ବିବାଦ ମାମଲା:ଭରଣ ପୋଷଣ ପାଇଁ ନିର୍ଦ୍ଦେଶ

ବହୁଚର୍ଚ୍ଚିତ ଡିମ୍ପଲ-ସୁମିତ ବିବାଦ ମାମଲାରେ ଆଜି ଆସିଛି କୋର୍ଟଙ୍କ ରାୟ । ତପସ୍ୱିନୀଙ୍କୁ ମାସିକ ଭରଣପୋଷଣ ବାବଦ ଟଙ୍କା ପ୍ରଦାନ ସଂପର୍କିତ ତଳକୋର୍ଟଙ୍କ ରାୟ ହାଇକୋର୍ଟରେ କାଏମ ରହିଛି । ପ୍ରତିମା ୧୦ ତାରିଖ ସୁଦ୍ଧା ଭରଣପୋଷଣ ଦେବା ପାଇଁ ସୁମିତଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ…

ହାଇକୋର୍ଟରେ ପହଞ୍ଚିଲେ ତପସ୍ୱିନୀଙ୍କ ଶ୍ୱଶୁର

ବହୁଚର୍ଚ୍ଚିତ ବ୍ରହ୍ମପୁର ସୁମିତ-ତପସ୍ୱିନୀ ପାରିବାରିକ କଳହ ମାମଲା । ଏତଲା ଦେବା ପରେ କାର୍ୟ୍ୟାନୁଷ୍ଠାନରେ ବିଳମ୍ବ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପ୍ରମୋଦ ସାହୁ । ଗତ ଡିସେମ୍ବର ୨୦ ତାରିଖରେ ତପସ୍ୱିନୀ, ପ୍ରମିଳା ତ୍ରିପାଠୀ ଓ ତାଙ୍କ ୩୦ରୁ ଅଧିକ ସହଯୋଗୀ ଅଭଦ୍ର ଭାଷାରେ ଗାଳି ଦେବା…