ଏୟାର ଇଣ୍ଡିଆକୁ କିଣିଲା ଟାଟା
ନୂଆଦିଲ୍ଲୀ: ଘରୋଇ ସଂସ୍ଥା ହାତକୁ ଗଲା ଏୟାର ଇଣ୍ଡିଆର ମାଲିକାନା । ଏୟାର ଇଣ୍ଡିଆକୁ ନିଲାମରେ ଜିତିଲା ଟାଟା ସନ୍ସ । ଟାଟା ସନ୍ସ ଓ ସ୍ନାଇସଜେଟ୍ ନିଲାମିରେ ଭାଗ ନେଇଥିଲେ । ୨୩ ହଜାର କୋଟି ଟଙ୍କା କ୍ଷତିରେ ଚାଲୁଥିଲା ଏୟାର ଇଣ୍ଡିଆ । ଏୟାର ଇଣ୍ଡିଆକୁ ନିଲାମରେ ଜିତିଲା ଟାଟା ସନ୍ସ ।!-->…